Democracy hides behind the Olive.
Similar Posts
ଲାଗୁଛି ଯେ
ଆସିଅଛ ଫେରି-ଠିକ ସେଇରୂପ, ରଂଗ, ଶବ୍ଦ,ଆଉ ଚାହାଣୀ ରେତୁମେ ‘ସୀମା’ ମୋର-ମୋ ପାର୍ଥିବ ଇଚ୍ଛା, ଆବେଗ ର ।ମୋ ନିଃସର୍ଗ ତୃଷା, ମିଳନ ର ।ମୋ ଆତ୍ମିକ କ୍ଷୁଧା, ବିରହ ର ।ତୁମେ ବେଢିଯାଅ ଏବେଛାଇଯାଅ, ମାଟି ରୁ ଆକାଶ-ଛୁଇଁ ଯାଅ,ଭରି ଯାଅ,ଏଇ ମୋରତୁମ ବିନାଏ ଯାଏ ବି ଖାଲି ଥିବାଜୀବନ ର ନଭ, ଜଳ, ସ୍ଥଳ ।।
Still you did not halt,
Of the hall of ruins.The anger and evilIn your looks wereSpread overVast acres of dark legendsUnder the hectic skiesRaining jungles of sad bubblesAnd lakes of saline hopesAnd sweet despair.
In came she,
The beautiful,the lady of the worldof time,of the universe,of space,of the timeless progenythat made all the world so beautiful,so pragmaticwith shapes and forms,with dirt and foam,with desires and dreams,Night,the queen of all desires.The nightthat paved the way toprogeny and procreation.She made the world full.Full of beings,Full of dreams,Full of desires,Full of moonshine andA craving in…
ଜୀବନ ର
ଆବିର୍ଭୂତାଯାଜ୍ଞସେନୀମୁଁ ଯଜ୍ଞ-ସମ୍ଭୂତା ।।କାମନା ର ମେଦିନି ବୁକୁ ରେଆକାଂକ୍ଷା ରମାଂସ, ହାଡ, ଚର୍ମ ର ଜଙ୍ଗଲ,ଜନ୍ମ ନିଏ ଅଗଣିତରୂପ ହୀନ ବିକୃତି ର ଗୁଳ୍ମ,ଅର୍ଥ ହୀନ ଲାଳସା ର ତୃଣ ।ଅହଂକାର ଅଶୁଭ ଶଙ୍ଖ କୁଅସହାୟ, ଚପଳ ତାରୁଣ୍ୟଅସମୟେ କରେ ଆମନ୍ତ୍ରଣ ।।ଅସୀମିତ କ୍ଷମତା ର,ଅଯାଚିତ ସମ୍ପଦ ର-ଉତ୍ତର ଦାୟାଦ-କରେ ପ୍ରତ୍ୟାଖାନବାଲ୍ୟ ସ୍ମୃତି ବିଜଡିତପ୍ରତିଜ୍ଞା ର ଫଳ ଅବାସ୍ତବଅସ୍ୱୀକାରେ ସାମ୍ରାଜ୍ୟ ର ବିଭାଜନ-ସମ୍ରାଟ ଦ୍ରୁପଦ ।।ପ୍ରତାରିତ ଦ୍ରୋଣ ର ଆତ୍ମା ରେସୀମାହୀନ, ବିଷାକ୍ତ ଦଂଶନ-ହୃଦୟ ରେ କୁଣ୍ଡଳୀ…
In the moonlit night
I wash the crystalsof memoriesAnd wipe them cleanin the sweetnessof hanging illusory mirror-Showing me my imagescold with past embracesscratched with nailsof sweet desire-the snake of your beautylures my frog skinnever tanned with lust.
The song of the skylark
tonight, as the moonappeared at the zenithwith its silver smilereflected brighton the lipsof the lily below.Songs of heartare always sweetwhen a hearthas a blue woundunder the shadeof some sweet pastwhile the soul was oftenhaunted by a soulsupposed to bethe mate,but was separatedby cruel fate.