The genius of all times.
Similar Posts
A virtue of the half-Gods
For the dark broken huts.
Alphabets are everything,
All you need to be,All you need to have,Are nothing but to learn thatAlphabets of PoliticsAnd Politicians-are to be masteredand put into practicesAt an appropriate timeand place, alongwithA right kind of shrewdnessand reasonable mindset.
A life under the shadow
Words seldom bridge the gap.
ଆମ ନିଜ ନିଜ ପରିଧି ରୁ
ଆଉଜିବା, ଛାତି ଆମଆହୁରି ପାଖ କୁ ।ଆକାଶ ର ଅଗଣା ରେଫୁଲ ହୋଇଫୁଟୁ ଥିବ ତାରା,ମୋ ମୁହଁ ରେ ତୁମ ଓଠଦେଉଥିବସ୍ପର୍ଶ ଅପାଶୋରା ।।
Dogs help find the thief,
Every road leads to God.
ତମ ଠାରେ
ଅଛି ସେ ମୋହର,ଏମିତି ଲାଗୁଛି ଏବେ ସବୁବେଳେ,ତମ ଠାରୁ ନାହିଁ ମୋରଲୁଚାଇବା ପାଇଁଏବେ ଆଉ କିଛି କେତେବେଳେ ।।ଦୁନିଆ ଆଖିରେ ତମେଆଉ ଜଣେ ସିନା-ମୋ ଆଖି ରେତମେ ନୁହଁ ପର,ତମକୁ ଦେଖିଲା ମାତ୍ରେଲାଗୁଛି ଏମିତିସତେ ଅବାତମେ ସତେଗୋଟାପୁଣି ମୋର-ତୁମ ପରେ ରହିଚି ମୋ ଅବାଜନ୍ମ ଜନ୍ମ ଐକାନ୍ତିକ,ନୀଳ ଅଧିକାର ।।