that floats in a tree.
Similar Posts
ତମ ଠାରୁ
ତୁମ ପୂଣ୍ୟତିଥିଏଇ ଦୁନିଆ ରେମୋ ମାଟିରେ ତୁମ-କୁନି କୁନି ପାଦ ଥାପିବା ରପହିଲି ଲଗନ,ଶୁଭିଥିଲା ଯେବେ ତୁମକୁଆଁ କୁଆଁ ସ୍ୱର ।।ମୋ ଧୂମାଭ ଦିଗନ୍ତ ରଆଖି ରେ, ଅକ୍ଷରେ –ଯେତେବେଳେ ଥିଲା ଖାଲିଗୋଟିଏ ରଙ୍ଗ ରେ-ଧୂଆଁଳିଆ ଧୂସର ଆକାଶେଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେତୁମରି ସମାଧି ବେଦୀ କଳା ତାରିଖ ରେମୋ ଆତ୍ମା ର ଶିଳା ଲିପିକଳା ଅକ୍ଷର ରେ,ନିଶବଦ ମଶାଣି ର ସବୁ ଶୁଷ୍କବେଦନାକ୍ତ ଶୁଖିଲା ପତରେତୁମ ସ୍ୱର – ବର୍ଷା ଆଣିଦେଲା..ନୀଳିମା ର…
ଦୁଇଚି ତାହାର କଣା-
କହରା ନିଶ କୁ ବିଷ ଭରା ଧ୍ୱନିଷଣ୍ଢ ପରି କରେ ତଦାରଖ ଶ୍ରେଣୀଭାରି ଅବା ଜାଣିବା ର ! !ଆରଟି ତାହାର ସଁବାଳୁଆ ଛୁଆଁ,କଅଁଳ ବୟସୀ ବୁଲାଏ ସେ ଭୁଆଁଅକାଳେ, ଅବେଳେ, ଆପଣା ପ୍ରକୋଷ୍ଢେବର ଦିଏ ବାର ବାର ।।
ଏମିତିକା
କାହିଁକି ଯେ ଆଜିକାଲିସହି ହେଉ ନାହିଁ।ଆଗରୁ ତତୁମକୁ ଭେଟିବା ପାଇଁକେତେ କେତେ ବାରଚାହୁଁଥିଲା ବେଳେ ମଧ୍ୟଫେରିବା କୁ ପଡୁଥିଲାତମ ଘର ଦିଶୁଥିବା-ଛକ ରାସ୍ତା, ଦୋକାନ ପାଖରୁ ।।ତମକୁ ଭେଟିବା ଆଗୁଖାଲି ମନ,ଖାଲି ଛାତି,ଭଙ୍ଗା ଭଙ୍ଗା ଅନ୍ତର ରେକେତେ ବାର ଏମିତିକାବିତିଥିଲାସଞ୍ଜ ଓ ସକାଳ-ତୁମେ ମୋତେ ନିଜ ହାତେ ଲେଖାଚିଠି ଦେଇ, ରାଣ ଖୋଇଡକାଇବା ଯାଏତୁମ ତରଫ ରୁ ।।
You are my teacher
When my tiny footsteps tumbled.
Desire in me to be
with the cosmic muse of loveIs yellow in colour
War is a dark chalk that strikes
Written on human mind.