Valentines in a lonely island.
Similar Posts
ଜହ୍ନ ର ରଜତ ମାୟା
ଖାଁ ଖାଁ ନଈ ପଠା, ନଈ ବାଲି-ଚୁନି ଚୁନି ଅୟୁତ ମୁହଁ ରେ ।।ଦୂର ତାଳ ବଣ ଆଉ ମଶାଣି ର-ସଫେଦ ଚାଦର ଢଙ୍କା-ଅଙ୍ଗାର ଓ ଖପରା ମେଳ ରେ-ଲୁଚୁକାଳି ଖେଳୁଥାଏଶରତ ର ଜହ୍ନ ।।
ଥରୁଟିଏ – –
ତମ ସାଥେଆଖି ମିଶିଗଲା ।।ଏବେ ଆଉମୋ ଭିତରେସତେ ଅବା ମୁଁ ନୁହେଁଆଉ କେହି ଥିଲା-ଆକାଶ ରେ ମେଘ ଥିଲାପ୍ରଣୟ ବିଭୋର,ଖିଲି ଖିଲି ହସୁଥିଲା ଜହ୍ନବୁଣୁଥିଲା ପରାଗ ର ରେଣୁସମୁଦ୍ର ର ନୀଳ ଜରାୟୁ ରେ,ମୋ ଆଖି ର ପଲକେ ପଲକେତୁମେ ମୟ ସ୍ୱପ୍ନଟିଏ ଥିଲା-ଏ ଅଚିହ୍ନା ସାରା ଦୁନିଆ ରେସବୁ କିଛି ଲାଗୁଥିଲାଅଛି ମୋର ହାତ ପାଆନ୍ତା ରେ-ଥରୁଟିଏ ମୁଁ ନିଜକୁହଜାଇଲା ପରେ,ମୂହୁର୍ତ୍ତକ ପାଇଁ ହେଉ ପଛେମୋ ପ୍ରିୟା ର ନୀଳ ନୀଳଆଖି ର କଜଳେ,ସବୁ କିଛି…
Once upon a time
When others in slumberShe was getting ready.She had got a uniformGiven by the state-That made her so warmEven when she’s late.She was ever happyWhatever paid her office,She knew the art to makeHer dear days suffice.People loved to fearThe Uniform she was in,Whomever she called everHe had to give in.Her lips were red hotWith sticks of…
It was
You were in my arms.The peak of tendernessThe flux of warmthThe thrusts of desireThe drives of passionWere over-floodingInto the ultimate voidOf silence of spaceAnd indifference ofEternal time.
I swear
all the Gods herehidden inside the mosques,hidden inside the temples,hidden inside the church,in whatever form underhuman approvalThat I shallnever ever preachothers to be goodinstead ofbeing good myself,That I shallnever teach anythingto minds youngand hearts sensiblea line of thoughtthat could be readand used otherwisein an evil way,That I shall neverbelong to a pondWhere Oceans are around,That…
ଅଥଚ
କେତେ ମୁହଁ, ପେଟ ଶୁଖିଯାଏ,ଭାତ ହାଣ୍ଡି କଳାହାଣ୍ଡି ହୁଏ ।।ଅହରହ ହସ ଖୁସୀବୋହି ପଡୁଥିବା-ନାଚି ନାଚି,କୁଳୁ କୁଳୁ ଗୀତ ଗାଇଝରି ଯାଉଥିବାଚଗଲି ଝିଅ ଟାପକ୍ଷାଘାତ ଭୋଗେ,ଅକାଳ ରେମଲା ଶବ ପରିପଡିରହେ ।।