Shards of time and space.
Similar Posts
A poet in the darkness
Oil still left to burn.
ଯେଉଁ ଦୁନିଆ ର
ଗନ୍ଧ ଭିଜା ଧୂଳି ଧୂଳି,ମଶାଣୀ ଶେଯ କୁଶେଷ ଯାତ୍ରା ବେଳେଶୋଇବି ମଥା ରେ ବୋଳି ।।
Oh Papa…
Love for the people.The people we meetOn the roadsOf the pastOr the present,Of the future –Near or far.Love for the people –Who lead usAmongst the storm,Who lend usTheir handsIn sharing, caringOr inspiringThe tenderness in us.Home,09.15 a.m.01 August 2014.
ଆଜି ଭାରି
ସବୁ କିଛି ଖୋଲି କହି ଦେବି,ଯାହା କିଛିଅନ୍ଧାରରେ ଅଛିଅନ୍ତରରେ, ଝରକା ଖୋଲିବି…।।ହେଲେ ତମଆଖିର କୋଣରେନ ଥିଲା ସେ ରଙ୍ଗ ଓ ତରଙ୍ଗ –ଯାହା ମୋ’ରଶବ୍ଦ ର ଓଠ ରେଭରିଥାଏ ଆବେଗ ଅନଙ୍ଗ ।।କେଡେ ଶୀଘ୍ରସରିଗଲା ବେଳ,ମନ ତଳ ବେଜନାର ରକ୍ତ…ଅଭିବ୍ୟକ୍ତିଜମାଟ ବାନ୍ଧିଲା,ରହିଗଲା ନିଃଶବ୍ଦ, ଅବ୍ୟକ୍ତ..।।।
I swear
all the Gods herehidden inside the mosques,hidden inside the temples,hidden inside the church,in whatever form underhuman approvalThat I shallnever ever preachothers to be goodinstead ofbeing good myself,That I shallnever teach anythingto minds youngand hearts sensiblea line of thoughtthat could be readand used otherwisein an evil way,That I shall neverbelong to a pondWhere Oceans are around,That…
ଯେତେ ଯେତେ ଥର ମୋର
ତମ ନୀଳ ନୀଳ ଉତ୍ତାପ ରେ-ମୋ ସର୍ବାଙ୍ଗ ଭିଜିଯାଏତୁମ ନଜର ନିଆଁ ରେଜଳେ ମୁଁ ତ, ମୋ ଆତ୍ମା ଜୂଇ ରେ ।।