Stick to your
Own words.
Diversion is
Dangerous,
Be cautious.
Come together
With the main points.
Similar Posts
ରତିପତି ନାଇଁ
ଯାଉଛ କାହିଁ!କିଛି ବୁଝୁ ନିପଚାରିବି କଣ ମନ ନାଇଁ!ତଥାପି ହାଇଁ ହାଇଁ ହାଇଁମୃତ୍ୟୁ ନାଇଁ।କିଆଁ ଏମିତି ଗୋସେଇଁ!
ଅଛି କଣ ଭିତରେ?
କଣ ଭିତରେ ଅଛି?ଉତ୍ତର ଅପେକ୍ଷାରେ ସମସ୍ତେ,ସମସ୍ତେ ଉତ୍ତର ଅପେକ୍ଷାରେ ।ଉତ୍ତର ଦେବାକୁ ଅଛି କିଏ?କିଏ ଅଛି ଦେବାକୁ ଉତ୍ତର?ପବନ ପାଣି ଖେଳୁଥିବାଦୃଶ୍ୟ ଦିଶୁଛି ଖାଲି ।ଆକାଶ ରଡୁଛିମାଟିରେ ଠିଆ ହୋଇ ।କବି ବସିଛି ଚାହିଁ ଅକ୍ଷର,ଆଉ ଅକ୍ଷର ଯାଇଛି କୁଆଡେମେଘ ସାଙ୍ଗରେ ।
Wait for a minute,
Life at this time.Let me stay aloneAnd count secondsIn your heartbeats.Life steps arightAnd let me enlightenAll and all nights.All roots go toNights and in darkDeep flight height.
ଏଠାରେ ଏମାନେ
1ଆତତାୟୀଏମାନେ ସବୁଏ ଯାହାଙ୍କୁଦେଖୁଛ ଏଠାରେଆଉ ଯାହାଙ୍କୁ କହୁଛଭାଇ ବାପ ବନ୍ଧୁ ମଇତ୍ର।ତମର ଆତ୍ମାକୁ ପଚାରଏମାନେ କେତେଦୂରହେବେ ତୁମର ସହାୟ।ପଚାର କେମିତିକୋଉଠି କିଏଦେବ ଧୋକା!କଣ କଲେ ପୁଣିତୁମକୁ ଯିବ ତୁମେଏମାନଙ୍କ ସହିତପଚାର ଯାଇଯାହାକୁ ନେଇ ପୁଣିଧରି ରଖିବାକୁ ହେବଏ ସମୟ।ଏ ସମୟରେ ଏଠିଚୋର ତସ୍କରଙ୍କ ଭିଡ।2ଚୋର ତସ୍କରଆଉ ଲୁଟେରାସବୁ ସବୁ ଏମାନେଏ ସରକାରଆଉ ଏ ସରକାରୀବାବୁ ଅଫିସରମାନେଚାଣକ୍ୟ ଦିନୁସିଦ୍ଧ କଥା ୟେ,ଆଉ ଆଲୋଚନାରନାଇଁ ପ୍ରୟୋଜନୟା ଉପରେ।ବଦଳେଇ ପାରିବାରଶକ୍ତି ଅବଶ୍ୟ ଅଛିତୁମଠି ଜାଣେ।କିନ୍ତୁ ତୁମକୁ କୌଣସିପଦପଦବୀ କିଟଙ୍କାସୁନା କିଆଉ କଣ…
I have no separate interest,
Individual, though,I see the interest of the state firstWith my perfect vision, from all angles.
So nice and so cooling,
You are blazing andBurning all my sorrows.I am here to achieve you,But you are there with me,You are my truth-consciousness,For you, I am perfect here.