It is not you but the truth,
The truth is not you, though.
In between legal and illegal
I am not raising a wall.
Similar Posts
Gift – life,
In betweenLife and deathWe live.We liveWith gifts –Disease, sorrow,Torture, pain.And we tell ourselves,We are in peace.But what isThat peace,We know not.
ଥାଇ ଥାଇ ନାଇଁ
କହୁଛି ତପାଖକୁ ଆସ, ପାଖକୁ।କହୁଛ ନା ନାଅଛି ମଝିରେହେଇ କରୋନା।ଦିଶୁ ନି କିଛିଏଇ ଆଖିକୁ,ଆଉ ଦିଶୁଛି ଯୋଉଟାନୁହଁ କିଛି କାମକୁ।ହେଇ ଅଛି ଅଛିନାଇଁ କିଏ କହୁଛି!ଥାଇ ଥାଇ ନାଇଁମୂଲ୍ୟ ଅଛିକିଏ ଜାଣୁଛି!ତପୋବନ, ଟିଟିଲାଗଡ, ବଲାଙ୍ଗୀର08/04/2020
1
ମଣିଷ – ଗୁହପ୍ରଥମ ପବିତ୍ରଦ୍ୱିତୀୟ କଣ କୁହ!ନିରପେକ୍ଷ ରହଛାଡି ସବୁ ମୋହଅନୁଭୂତିକୁ କରି ପାଥେୟସର୍ବସାଧାରଣକୁ ଦିଅ ନ୍ୟାୟ।2ସ୍ୱତନ୍ତ୍ର ତୁମେ,ଗୋଡାଣିଆ ନୁହଁଶୁଭଙ୍କର ତୁମ ପାଇଁ।ନିର୍ଭୟରେ ପ୍ରକାଶ କରଆତ୍ମାର ସ୍ୱର ଆଉ ଶବ୍ଦ।ମାତ ନା ହୋରେ,ଯିଏ ଯାହା କହୁ, ଅଙ୍ଗେନିଭେଇଥିବା ଘଟଣା ଆଗ।
Face value degraded,
And works lost meanings,Failed to know where andHow all are going.Where is lifeAnd what is life,The stone is asking, still.
Sarbanimnare santusta hua
Satyaku anubhav kari.Manerakha, asantoshaAananda pariba ni dei.Satyaru duraku jaanaa.Gyana sahita ja aauHasal kara asima aananda.In Odia lipi or Brahmi script;ସର୍ବନିମ୍ନରେ ସନ୍ତୁଷ୍ଟ ହୁଅଇନ୍ଦ୍ରିୟଙ୍କୁ ଆୟତ୍ତ ରଖିସତ୍ୟକୁ ଅନୁଭବ କରି ।ମନେରଖ, ଅସନ୍ତୋଷଆନନ୍ଦ ପାରିବ ନି ଦେଇ ।ସତ୍ୟରୁ ଦୂରକୁ ଯାଅ ନାଗ୍ୟାନ ସହିତ ଯାଅଆଉ ହାସଲ କର ଅସୀମ ଆନନ୍ଦ ।This is a translation of the poemSatisfy With The MinimumbyGajanan Mishra
I can be defeated
And I am at myPrime time at present.Still, I am not yetStarted to readOr to understandPrimer of my life.