Talking about
Life!
Life is
So nice!
Stay confident
Stay artistic.
Similar Posts
Tolerate all,
And enjoy life.This world isFor you,I am no wayAffected byWords of insultAnd honor.I care notFavorable andUnfavorable conditions.I care the truthAnd I am going to you.
ମୃତ୍ୟୁ ପରେ
ଗ୍ୟାନାଲୋକ ହୁଅ ପ୍ରାପ୍ତଆଉ ଜାଣ ନିଜ ସଂପର୍କରେ ।ନୁହଁ କୌଣସି ଗୋଷ୍ଠୀର ତୁମେଜାଣେ ମୁଁ ।ସତ୍ୟ ସହିତ ସମାନ ତୁମେ,ଅବଗତ ହୁଅ, ଜାଣ,ତୁମେ ଅଟ ସତ୍ୟ ।This is a translation of the poemRelationship FinishedbyGajanan Mishra
Here is my love
I know my loveAnd it is with youForever dear.And I am hereTo discover myselfIn you dear.I am not an actor,And I have no featureI have no follower too.Let me clearI am my own futureTo celebrate life however.
My mother said-
But a liar.Let me see, how I am livingAs the son of my mother,And how I am ready to respect her words.It is true,My mother is overburden with me,As I am inclined toOther languages.Hell, poverty, evenThe ocean of distressAre nothing so harmful asFalsehood.
काॅ काजे डरुछुरे
केडेकेडेटा गलेनइटा कें टा!गुटे काम करजेन्तेबि हउकेछो बागिरथा घरभितरेसेमटिकरि!मउका पेइछुघबरा नेइमाएझि पिलाकर संगेआरामसे थाछुएं नि जमजॅरा ।
ଜନ ଗଣ ମନ ଗାଇବା ଲୋକ
ପାଖ ପାଖ ଦୂର ଦୂରନାହିଁ ଭିନ୍ନାଭିନ୍ନ ।ଲକ୍ଷ୍ୟସ୍ଥଳରେ ମୁଁ ।ଭୁଲି ନି ବି ସତ୍ୟ ।ସତ୍ୟ ତୁମେ, ସତ୍ୟ ମୁଁ,ସତ୍ୟ ଜୀବ, ସତ୍ୟ ମଣିଷ ।ଅସତ୍ୟକୁ ମୁଁ ଅକ୍ଷମ ।ମୋଠି ମୋର ଜାତକଜୀବନ ।ମୁଁ ସାର୍ବଭୌମମୁଁ ସର୍ବୋତ୍ତମମତେ ବାନ୍ଧି ରଖି ନିକଉଣସି ବନ୍ଧନ ।ମୁଁ ଜୀବନ,ମୁଁ ସିଂହ,ମୁଁ ଜାହିର କରୁଛି ମତେ,କଂପି ଉଠୁଛି ଦେଖ ତ୍ରିଭୁବନ ।ମୁଁ ଚଳଚଂଚଳବର୍ତମାନ ।