The moment you looked at me
And smiled my answer back..
To the eternal query of my heart
Whether you-
Feel the way I do?
Similar Posts
ପୂର୍ବ ଥର ଭଳି କଣ
ଠିକ ସେଇ ସାତ ବର୍ଷ ପାଇଁ?ନା, ତମ ଆସିବା ର ସେଇପୂଣ୍ୟ ବଳ ନେଇଜୀବନ ରୁ ବିରହ ର ଅବସାନ ହେବ-ସବୁ ଦିନ ପାଇଁ,ଅବଶିଷ୍ଟ ପରମାୟୁ ପାଇଁ? ?ଖାଲି ଏ ଜନମ ନୁହଁଏଇ ଜନ୍ମ, ପର ଜନ୍ମ,ଯେତେ ଯେତେ ବାର ଆମେଏ ମାଟି କୁ ଆସୁଥିବା, ଜନ୍ମ ନେଉଥିବା,ବାର ବାର ଭେଟୁଥିବା, ସାଥି ହେଉଥିବାସାତ ଜନ୍ମ ପାଇଁ!ସବୁ ଜନ୍ମ ପାଇଁ! !ଇଏ ହେବ ମିଳନ ରସର୍ବ ଶେଷ ବାର,ମନ-ମନ, ଦେହ-ଦେହପ୍ରାଣ-ପ୍ରାଣ, ଆତ୍ମା-ଆତ୍ମା଼ଏକାଠି ହେବାର ।।।
ତୁମ ଆଖି ଥରୁଟିଏ
ତମେ ଥାଅ,ମୁଁ ଥାଏ,ହେଲେ ପ୍ରିୟେଏ ବେଳା ରେତମେ କିନ୍ତୁ ରୁହ ନାହିଁ ଜମାମୋ ପାଇଁଦେହ ହୋଇରକ୍ତ ର, ମାଂସ ର ।ଅନୁଭୂତି, ଉତ୍ତେଜନା-ଚର୍ମ ର, ମନ ର।।ତମେ ଯାଅଆଖି ହୋଇ କେବଳ ଦୁଇଟି ।।ମୋ ମାଟି ରୁ ଆକାଶ ରସାରା ଦିଗନ୍ତ ରେ-ଚାରି ଆଡେ ତମ ଭୂରୁ-କଳା କଳା,ଯେଉଁ ଆଡେଆଖି ମୋର ଚଳେ ।।ଖାଲି ତମ ଆଖି ଆଉ ଆଖିଆଖି ଆଉ ତମେ-ତମ ଆଖିଖୁବ ମନେ ପଡେ ।।।
Torch me dear or not
For love is a pyre.
Love rises like the Sun
to render a morning of pious bath.
Killing a lover without guns
Hatred would do the rest.
We have no more
The supple glaze on cheeks,The dreams that dazzledOn the skies of our eyes…We have lost them allTo our loving spouses,To our lovely growing kids,To our tiring job lives,To the stirring shy liesAnd the smart denials..We have loved toLove them all around..Those who touched us,Those who snatched us,Those who tortured us,Those who fractured us,Those who cared…