In the uncertain world of events.
Similar Posts
When Eyes belong to one
The day of deathof a state comesfor, democracyfails to flourishbut sycophancy grows.
A festival of colours knocks
Moment to rejoice with love.
Gold is gold, and
Promises and heartsonce broken,are broken for ever! !
କେମିତିକା ଆସିଥାନ୍ତି ଫେରି-
ତୁମ ନଜର ରେ ବନ୍ଦୀ ଥିବାମୋ ଆତ୍ମା କୁ ନିଜ ଶରୀର ରୁ…ଅନ୍ଧାର ର ପତଳା ପରଦା-ଯେତେ ଯେତେ କରୁଥିଲା ଝାପ୍ସାତୁମ ମୁହଁ ଦେଖିବା ର ଇଚ୍ଛା-ବଢୁଥିଲା, ତୀବ୍ର ଏ ପିପାସା..ଶିରି ଶିରି ଶୀତଳ ବାଆ ରେ-କାଳେ ଥରି ଯାଉଥିବ ଦେହ,ଏ ବେଳା ରେ ତମ ମିଠା-ଛୁଆଁ-ସ୍ମୃତି ଚୁମି ଯାଉଥିଲା ମୁହଁ…ଆସିଲା ଏ ବେଳା ରେ ଅନ୍ଧାର,ଲୁଚି ଗଲା ମୁଖ ରେଖା ତୁମ,ଫେରିବା କୁ ହେଲା ପୁଣି ମୋତେଦୂରେ ଲୁଚି ଗଲା ଘର ତୁମ…
Jealousy is the rain like
In the first week of her puberty.
ମନ ତଳେ ଥିଲା ଅଭିମାନ
ଏତେ ପାଖେ ଥିଲା ମୋ ଆସନଘେରିଥିଲା ନୀରବତା ବାଡ!ତୁମ ସହ କଥା ହେବି ବୋଲିକେତେ ଦିନୁଁ ଦେଖୁଚି ସପନ,ଅଥଚ ମୁଁ ତମ ପାଶେ ପାଶେଥାଇ, ଆଜି ରହିଲି ମଉନ!ମୁଁ ଜାଣିଚି ତମେ ମୋର କଥାବିନା ଶବ୍ଦେ ବୁଝି ନେଇପାର,ତଥାପି ମୋ ମନ ତଳେ ବ୍ୟଥା-ବ୍ୟାକୁଳତା କଥା କହିବା ର! !