The language.
The language of
Nature.
So fine,
So sweet and
Full of beauty.
Similar Posts
Come to me and see
Real intelligenceWith me and goingBack to the truth.Come to me and seeHow I am here with love,Where you are fixedFor the purpose ofSurvey and settlement.Here I amAnd there you areAnd yet we have a linkIn the light of life.
Poet brother Jelato said
And the sun proceed aheadFrom the very east.From the very eastCome peaceAnd all liveWith full satisfaction.Dear Jelato,Stay fresh dailyWith poetryThe source of everything!Dear brotherSee the sky and live.
ସ୍ୱଚ୍ଛତା
ସ୍ୱଚ୍ଛ ବୋଲି ଅଛି ଯାହାଏ ଯାଏ ହୋଇ ନି ଭେଟଆଉ ଆଗକୁ ହେବ ଜାଣି ନି!ତମେ ଯିଏ କହୁଛ ନିଜକୁ ମଣିଷଆଉ ରଖିଛ କହୁଛ ସୌନ୍ଦର୍ଯ୍ୟର ଗନ୍ତାଘରପାରି ନି ମାପି କିଛି କାହାର!କିଏ ଗୋଟେ କହିଦେଲା ଅଭିନୟଆଉ ସେଇକଥାକୁ ମୁଣ୍ଡାଇକାହିଁ କେତେ ଦୂରରୁଭୟରେତୁମେ ହେଉଛ ଭିତରୁ ବାହାର।ପଚରାଉଚୁରା ନାଇଁ ଭଲମନ୍ଦତାଟିକବାଟ ପକାଇ ଯାଉଛ ଧାଇଁକାହିଁ କୁଆଡେ ସବୁ ଋତୁଚକ୍ର ଏଡି।ମୁଁ ନିଶ୍ଚିତ ତମେ ପାରି ନ ଜାଣିଶିଳ୍ପ ଆଉ ଶିଳ୍ପଜାତ ସବୁର ମୂଲ୍ୟ।ପଢି ନ ଏମିତି ବହି…
Accept me
I am least concerned,But I am the earth.How mighty you areI don’t care.I know you areAlso the earth.
ଥଟ୍ଟା ମଜା ନାଇଁ
ଥଟ୍ଟା ମଜା ନାଇଁନାଇଁ ମୁହଁ ଦେଖାଦେଖିଏ ଶଳା କରୋନାଟାପଡୋଶୀକୁ ପରମେଶ୍ଵର କରିଆଉ ରଖି ଦେଲା ନାଇଁ।ଘରୁ ବାହାର କିନ ବାହାର ଧୋଉଥାଅସାବୁନରେ ହାତପାଦ।ମୁହଁ ଢାଙ୍କି ଯାଅ ଆସକଥାବାର୍ତ୍ତା ସବୁ ବନ୍ଦ।ମୁହଁ ଦେଖାଦେଖି ନାଇଁନିଜ ପର ଛୁଆଁଛୁତି ନାଇଁ,ଏ ଶଳା କରୋନାଟାଅସ୍ପୃଶ୍ଯତା ବଢେଇ ନି!ନାକାବନ୍ଦୀ ଗୃହବନ୍ଦୀସବୁଠି ସମସ୍ତେ,ଏ ଶଳା କରୋନାଟାକୁକହି ହେଉ ନି ନମସ୍ତେ।ଗାଁ ଗାଁ ଦେଶ ଦେଶମରିବାରେ ବ୍ୟସ୍ତ ଲୋକେ।ଚୋର ଠକ ମିଛପ୍ରଚାରକଘରେ ଘରେ ଆଉ ଆଉଏ ସଂସାରରେ ନାଇଁଅଭାବ ତଣ୍ଟିକଟା ଲୋକ।ତପୋବନ,ଟିଟିଲାଗଡ,ବଲାଙ୍ଗୀର20/03/2020