No way to go
Anywhere.
Who am I?
What power have I
To understand
The mystery of the sky?
I am puzzled
With my own words.
I give myself
To the earth,
I myself – the earth.
And I am the sky.
Similar Posts
But fire is there,
No matter, whetherI am well aware of it,Whether you knowIts power or not.But it is thereTo burn you,To turn youInto ashes.Keep it in mind,The fire is not thereTo dependOn your understanding.
Accept me
I am least concerned,But I am the earth.How mighty you areI don’t care.I know you areAlso the earth.
I need you
All violenceAll greed.SearchingMeaning of lifeIs another question.When I amAlready freeWhat you areLet me see.All for a streamAnd I keep it allIn my poetry.
ଯାଅ ସତ୍ୟ ସହିତ
ଅନ୍ୟ ସବୁ କହୁଛନ୍ତି କଣଦିଅ ନା ମନ ।ସମସ୍ତେ ଏଠି ଅଗ୍ୟଁସମସ୍ତେ କିଛି ଜାଣନ୍ତି ନାହିଁପୃଥିବୀ ଆଉ ପ୍ରକୃତି ବିଷୟରେ ।ଯାହା ଦୃଶ୍ୟମାନତାହା ସତ୍ୟ ନୁହଁ ।ତୁମରି ହୃଦୟ ଭିତରେରହିଛି ସତ୍ୟ ।ସତ୍ୟ ସହିତ ଯାଅଆଉ ରହ ଆଲୋକିତ ।ତୁମେ ହିଁ ଏକମାତ୍ରଯାହା ଭିତରେ ରହିଛି ସବୁ ।
ତୁଟିଗଲେ
ଥାଏ କଣ?ସିଧାସଳଖକୁ ବଙ୍କାତେଢାବୁଝି ନେଲେସବୁ ଅମାନ୍ଯ।ଭୁଲକୁ ବୁଝେଇବାକୁଅଛି କିଆଉ କୋଉ ମାଧ୍ୟମ!ରାତିକୁ ଭାବି ନିଅ ନିଦିନ।ସମ୍ଭାଳି ରଖନିଜ ନିଜଠିନିଜ ନିଜ ଜୀବନ।
ପାଣି
ପାଣିଉଜାଣି ।ପାଣିରେଜୀବନୀ ।ପାଣି,ପାଣିକୁଦୂଷିତ କର ନି ।ପାଣି,ପାଣିରେସକଳ ପ୍ରାଣୀ ।ପାଣି,ପାଣିକୁ ଛାଡିକେହି ବଂଚି ପାରେ ନି ।ପାଣି,ପାଣିର ଦିନ,ପ୍ରାଣର ଧନ ।ପାଣି,ପାଣି ହେଉଛିମୁକୁଟମଣି ।ରାଜାରାଣୀ,ଦିନମଣିଆଉ ସକଳ ପ୍ରାଣୀ,ଘର ଓଘରଣୀ,ପାଣିକୁ ରଖିନିଅନ୍ତି ଗଣି ।ପାଣି,ପାଣିରେପାଣିରେନିହନ୍ତା ବିହନ୍ତାପାଣିରେଜୀବନ ବିତନ୍ତାଠାଣିମାଣିସବୁରେ ପାଣି।ପାଣି,ପାଣି,ଆଉ ପାଣି ଛଡାକିଛି ନାହିଁକୋଉଠି କାହାଣୀ ।