Maa aau maati
Duhen gotie aau samaan.
Mo bhasha birodhare jaa nahin,
Mo maati birodhare jaa nahin.
This is a translation of the poem
Mother And Language
by
Gajanan Mishra
Similar Posts
You may accept,
Your option.But I findHere withNo conclusion.What I find-Not negation,But all affirmation.Your form andYour very existence.And your very presenceMade me offerMy obeisance.
Priya stree,
Aau aame ekatra jojanaa krichhunEkatra bahubidha karya kariBahu bhavareSukha paibaaku aauDukha kamaibaku.Mo priya streeDayakari aama ichhamanankuTadi debaaAama karyaru,Aau mane rakhibaaSemanee aamar sukharaSutradhara nuhenSemane aamara dukha kamaibe nahinIn Brahmi script;ମୁଁ ବିବାହ କରିଛି ତତେମୋ ପ୍ରିୟ ସ୍ତ୍ରୀଆଉ ଆମେ ଉଭୟେଏକତ୍ର ବହୁବିଧ କାର୍ଯ୍ୟକରିଯୋଜନା କରିଛୁସୁଖ ପାଇବାକୁଆଉ ଦୁଃଖ କମାଇବାକୁ ।ଦୟାକରି ଆମ ଇଚ୍ଛାକୁଦେବାତଡି ଆମରସବୁ କାର୍ଯ୍ୟରୁଆଉ ମନରେ ରଖିଥିବାସେମାନେ ସୁଖର ସୂତ୍ର ନୁହନ୍ତିସେମାନେ କେବେ ବିଆମ ଦୁଃଖକୁ…
କାଁ ଭାଁ କବି
1ଧୂଳି ସଂଖ୍ୟାରେ କବିଧୂଳି ସଂଖ୍ୟାରେ ଭାଷାଏହାଙ୍କ ଭିତରେ ଖେଳେ ଭାବଭାବର ଭିତରେ କୋଟିକେ ଗୋଟିଏଆସେ କବିତା-ମନ୍ତ୍ରକବିତା-ମନ୍ତ୍ର ଭିତରେ ଜୀବନଜୀବନ ଭିତରେ ପ୍ରେମପ୍ରେମ ଭିତରେ ସତ୍ୟସେଇ ସତ୍ୟ ଭିତରେକାଁ ଭାଁ କବି ଆତଯାତ।2କିଏ କହିବଅଛି କଣ କବିଭିତରେ ବାହାରେଦେଖି ଶୁଣି ବି ଅଗୋଚରସଭିଙ୍କୁ ଏଠାରେକିଏ ବା କୋଉଠିଶବ୍ଦରୁ ଶବ୍ଦ ହୋଇନିଶବ୍ଦରେ ଥାଏ କବିଆଉ ଭ୍ରମୁଥାଏ ମହୀଏକାକୀ ଏକାକୀ।ତପୋବନ, ଟିଟିଲାଗଡ,ବଲାଙ୍ଗୀର10/09/2020
The colour of the sky is not blue
We are under this sky to pray.And in our prayersWe put words,Words of mercy.Mercy to youMercy to the truth.
To confined people creating fear of death,
Whatsoever the reasons may be.