Aau sabuthu bada kartabya.
This is a translation of the poem
I Have To Serve My Mother
by
Gajanan Mishra
Similar Posts
Trying always
You want – not true.I am writingAs I wish on my way,At present if any of youDislike – no matter,I am not worry.I know no one is free,Free from illusion.I know each one hasHis own loopholes.But I am not focusingThat point be sure.I am trying always toGain effective controlOf words and thoughts.While writing I amNot…
Unimaginable high speed
So to say own excellenceUnmoved with dignity meet.Sweetest life, oh lilyGood deeds winter sweets.Here and there power pityYeah, love cruelty ditty.
Kohinoor belongs to us
Our sentiments – here,Symbol of your victory,True, though.Have you not stolen it?Still, we are notTelling you a thief.Your duty is toReturn the Kohinoor diamondTo us soon,For the sake ofFriendship at least andTo make relationship easy.
So I am with you
And you are the time.Time,Away from me.But I am luckyBeing bright.Of course I amFilling the blanks.And learning lifeAnd smile.So I am presentAnd you are notFar away I understand.
କାହାର ନାଁ କରୋନା
1କରୋନା!କାହାର ନାଁ?ଜାଣେ ନା।କିନ୍ତୁ ଜାଣେଯିବି ନି ବାହାରକୁକାମ ବିନା।କହିବି ପ୍ଲିଜହାତ ମିଳା ନା।ଆଲିଙ୍ଗନ କିସ ମନା।ହଁରେ ଗୋରୀତୋର ମୋର ରହିବାଭିତରେ ଭିତରେ ହେବାଜଣାଶୁଣା ଅଚିହ୍ନାଚିହ୍ନାଘର ଭିତରେ ଦିନ ତମାମ।2ଖୋଜା ଚାଲିଛିକରୋନା ନାଁରେମଣିଷକୁ ଆଉମଣିଷତ୍ୱକୁଆପଣା ଆପଣା ଘରେଆପଣା ଆପଣା ଭିତରେ।ଦାୟିତ୍ବବାନ ହେବାକୁଶିଖାଉଛି କରୋନାସଫାସୁତୁରା ରହିବାକୁକହୁଛି କରୋନା।‘ଟଚ ମି ନଟ’ କହୁଛି,କହୁଛି କରୋନାକହୁଛି ସଂସାରରଜୀବନଯନ୍ତ୍ରଣା,ଜୀବନ ଯାତ୍ରାରେହୁଅ ନା ବଣା।ସତ୍ୟରେ ରହିକରୁଥାଅ ସତ୍ୟର ଅନୁସନ୍ଧାନ।ତପୋବନ, ଟିଟିଲାଗଡ, ବଲାଙ୍ଗୀର31/03/2020
କଣ ଚାହୁଁରେ ଗଜାନନ
କଣ ଚାହୁଁରେ ଗଜାନନଆକାଶ ପଚାରେ ବାରମ୍ୱାରଆଉ କେମିତି କେଜାଣିମତେ କରିଦିଏ ସ୍ଥିରଏଇ ପ୍ରଶ୍ନଆଶ୍ଚର୍ଯ୍ଯ ମତେ ଦେଖେଦେଖୁଥାଏ ତପୋବନ।କିନ୍ତୁ ସେଦିନ ନ ଥିଲି ସ୍ଥିରବାରବର୍ଷତଳେ ଯେତେବେଳେମୋ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନପଚାରିଥିଲା କ୍ୟା ଚାହିଏଝଟକରି କହିଥିଲି ମୋ ଭାଷାରେକଥାବାର୍ତ୍ତା ଲେଖାପଢା କେବଳ,ଆହା, ଭାବିଥିବ ନବୀନମୂର୍ଖ କୋଉଠିକାର!ଟଙ୍କା ଟିକଟ ମାଗିଲା ନିକେମିତି କେଜାଣି!କଣ ରଖିଛି ଉଦ୍ଦେଶ୍ଯ?ଖୋଜୁଥିଲି ମୋ ଭାଷାରେମୋରି ପରିଚୟ ହଜୁଥିଲାହଜେଇ ଦିଆ ହେଉଥିଲାଯେତେବେଳେ ମୋ ମାଟିରେ।ଅଲଗା ସେସବୁ କହୁ ନି କାହାକୁ,ମନ ଜୀବନ ସବୁଥିଲା,ମୋ ଭାଇ ଭଉଣୀଗଣ ଏବେମୁଁକାର ଦ୍ବନ୍ଦ୍ବରେ…