Daily at home.
And I failed to
Make her understand.
I know she is the symbol of
Material world
And my poetry speaks
About spiritual benefits.
I rejected every profession
As a means of earning my livelihood,
I have also not indulged
In any arguments and
Counterarguments and avoided all.
Similar Posts
ବୁଲା ପାଗଳ କୁକୁରଗୁଡାକ,
ଜାଲ ପକାଇ ହେଉ ନି ଧରି ଯଦିଆଉ ଚିକିତ୍ସା ବାହାରକୁ ଚାଲିଯାଇଛନ୍ତି ଯଦିକରିଦିଅ ଫାୟାରିଂ!
1
ମୁଁ ମୋର ଭାବନାକ୍ଷମାକର।ପାରିବି ନି ଏଠାକାରଏ ସଭିଙ୍କୂ କହିଦେଖୁଛ ଯେତେସବୁ ବଦମାସ ଚୋର।ହିସାବ କରୁଛିଘଣ୍ଟା କଣ୍ଟା ମିନିଟ,ଆଉ କହୁଛି ଚାଲ ଆଗେଇ।କ୍ଷମାକର ଜାଣିନିଆଗରେ ପାହାଡକି ସମୁଦ୍ର କିଆଉ କଣ କେମିତି!2ବୁଝି ହେଉ ନିକଣ ପାଇଁହେଉ ନି ପ୍ରେମ।ଋତୁକୁ ଋତୁଯାଉଛି ବଦଳିରଙ୍ଗରୂପ ଯଦିଓ।ଅଛି କିଏପରଖିବ ଭାବନାଅଛି କିଏ କହିବସବୁ ଶଳେଏମିତି ଭାଇନା!ଗୋଟେ ବଲି ମା,ସୁଖର ମୁହୂର୍ତ୍ତ ହରେଇବସିଛି ସ୍ୱପ୍ନା!
1
Sharing timeSharing loveAnd submissiveAt workAnd face noTrouble dear.DoAnd chooseExpect nothingAnd have patience.Take pressureAnd stay freeWith renewed vigour.2I achievedGood progress.New lifeNew houseNew timeNew forceAnd all newnessIn meAnd I amBusy in all these.O sureI keep an eyeOn allAnd I feelAll supportive.
ଗୋଟିଏ ରାତି, ମାତ୍ର ଗୋଟିଏ
ଗୋଟିଏ ରାତି,ମାତ୍ର ଗୋଟିଏ ରାତିଆଉ ସେଇ ଗୋଟିଏ ରାତିରେସବୁ ସବୁ ଓଲଟପାଲଟ ହୋଇଯାଇପାରେ ।ପ୍ରିୟ କବି, ରାତିକୁମୋର କୁହ ନା।ରାତି କରେ ରାଜୁତିନିଜ ନିଡ ଭିତରେଆଉ ରାତି ଉଜାଗର ରହି ବିକିଛି ମିଳି ନ ପାରେ!ରାତି କହିଲେ ଏମିତି କଣ ଯେ!ରାତିକୁ ରାତି କହିବା ମହାନ ବିପଦ ସତରେ!ରାତି ଅପେକ୍ଷାରେ ସମସ୍ତେ ଏଠାରେ।ରାତି କିନ୍ତୁ ଥାଏ ନିର୍ଲିପ୍ତ ସଭିଙ୍କ ଭିତରେ।ଜାଗ୍ରତ ରହି ରାତିରେ ଗୋଟି ଗୋଟି ଗଣିବା ତାରାଆଉ କହିବା ସତ ସତ ସମୟ ସାଥୀରେ।ଏ ସମୟ…
To the sea
And telling everything.The sea,The only witnessIs alive till date.And with my shadowI am playing hide and seek.All dark, the playground,And deep rooted the lifeIn the sea.Towards the seaI am movingTo move – destiny.
ଜାଣିଗଲା ପରେ ଥରେ ସତ୍ୟ
ମୁଁ କିଏ ଆଉ କୋଉଠାର ପାଇଗଲା ପରେଉତ୍ତର ଆଉ ଥାଏ କି ଡର ।English rendering;After knowing the truthThe mind would go anywhere.Who am I and where from I cameIf the answer is there, no fear.