After death.
Be enlightened
And know
About your
Own situation.
You belong to
No category,
I know.
And you are
Equal to truth,
You are the truth,
Observe and know.
Similar Posts
Words are there,
Situation permits,But I failed toDescribe here.Mercy is thereAnd I dwell in.Life is there,Smile is there,But no executionAnd nothing.No poetry, no life,I understand, still,I surprise, no justice.
ଏଠି କିଛି ବି ନାଇଁ
ନଷ୍ଟ ଇତିହାସ ତିଆରିରେସବୁ ବ୍ୟସ୍ତ।ସ୍ୱରଶବ୍ଦ ହସଖେଳନାଇଁ କିଛି।ନଈ ନାଇଁଅଛି ପାଣି।ତର୍କବିତର୍କରେଅଛି କିଏ ଦେବଦିନ ଗଣି!ଭୋକଶୋଷ ଭୁଲିରଙ୍ଗ ବାସ ଆକାର ଭୁଲିନେଉଛି କିଏ ପଥର ଛାଣି।
ସତ କଥା କହେ କିଏ
ଜାଣେ ନା,ଜାଣନ୍ତି ବା କେମିତି?ତିନି ଚାରି ରଙ୍ଗରଗୋଳିଆଘଣ୍ଟାରେଅସଲଟା ଯାଇ ରହୁଛିଆଉ କୋଉଠି।କିଏ କହୁଛି କଣଠିକଠିକଣା ନାଇଁକିଛି କଥାର।ଜୀବନ ଚାଲିଛିନିଜ ବାଟରେଅନେକ ଧାର କରି କରି ।ପୁଣି ପୁଣି ଉବୁଡାପଡିକହୁଛି ଅନେକ ଶବ୍ଦରେଅନେକ ଭାଷାରେ ଯାହାରନାହିଁ ଆଦିଅନ୍ତ।ମେଘ ଭର୍ତ୍ତି ଆକାଶରେକେତେ ଘଟଣା ଶୂନ୍ଯରେ।ତପୋବନ, ଟିଟିଲାଗଡ, ବଲାଙ୍ଗିର23/10/2019
1
ଏକାଠି ଏଇଠି।2ନାଇଁ ମୋଠିଜୀବନ ମପା ଯନ୍ତ୍ର।ନାଇଁ ମୋଠିତନ୍ତ୍ର ମନ୍ତ୍ର।କବିତାର ଭାବରେଯାଉ ଯାଉ ମୁଁଏଇଠି ସ୍ୱତନ୍ତ୍ର।ଅକ୍ଷର ଶବ୍ଦ ସବୁକୁମୁଣ୍ଡେଇ ମୁଁ ମୋରଆରମ୍ଭ କରେଁ ଯାତ୍ରା।ଆଉ ଏ ଯାତ୍ରାରନ ଥାଏ ଶେଷ କୋଉଠି।ମୁଁ ଏଠିଆଉ ମୋଠି ସବୁ କିଛି।
Live like a lightning, dear,
In anything, anybody.In Odia language, Brahmi script;ବିଜୁଳି ଜୀବନବଂଚି ଯାଅ,ରୁହ ନାହିଁକାହା ସହିତକୋଉଠି ।
ଆଉ କୋଉଠି କଣ
ଗୋଟେ ମାଟିରେଗୋଟେ ଆକାଶରେଆରେକ ପାଇଁଆଉ କୋଉଠି କଣଚାହାଁଚୁହିଁ ସମସ୍ତେୟା ତା ମୁହଁ।ଜଣେ ଦିଜଣ ପାଇଁସମଗ୍ର ଜଗତଟାଏତେ ହନ୍ତସନ୍ତ!ଆରେ ହେପିଜା କଥା ଛାଡଆରିସା କାକରା କହ!ଗଧିଆ ହେଉଛି ଭୂତଆଉ ଭୂତ ଗଧିଆ।ତପୋବନ,ଟିଟିଲାଗଡ,ବଲାଙ୍ଗୀର06/03/2020