In this vending zone.
All time – wonderful,
Life is all true,
It is for virtue.
Spot the good,
Enjoy neighborhood.
Similar Posts
Live here,
And prosperity.No one canDisturb you.Here get all pleasure,Here see the trees and plantsProduced fruits and flowers,Water is flowing for you.The sun is giving light and fire.Satisfy yourself andLive happily.And understand your duty,To take care.Disturb not anyoneAnd attain peace for all.
Nothing to fear,
Peace is there in you.
ସିଦ୍ଧ
କଣ ସିଦ୍ଧ?ପାରିଲା ନାଇଁ କହିଘରସୁନ୍ଦରି।କୁହୁଡି ଉପରେ କୁହୁଡିଭରି ରହିଲା ସର୍ବତ୍ର।କରୋନାର ଜନ୍ତାରେପଡିଲେ ଜଣେ ପରେ ଜଣେ।ଯିଏ ଯା ଗାତରେରହିଲେ ବ୍ୟସ୍ତଲକ୍ଷ୍ୟହୀନ ବାଣିଜ୍ୟରେ।ଜନ୍ମ ଜନ୍ମର ସଂପର୍କରେ ଫାଟ,ମାପତଉଲରେ ରହିଲାଅସରନ୍ତି ଡିଫେକ୍ଟ।ସଂକୀର୍ଣମନ ପାଇଲା ନିଆଉ କୌଣସି ବାଟ।ଛୋଟବଡ ସଭିଏଁ ଭୟଭୀତ,ଗୋଳମାଳ ଘଣ୍ଟାଚକଟାଚାଲିଲା ଦିନସାରା।ଗଛର ପାଟିରେଯୋଉ ଶବ୍ଦ ବାହାରେକାହାର ସେଇଟାବୁଝି କହିବାକୁ କୋଉଠି କିଏ!ରହିଗଲା ମେଘନିଜ ଜାଗାରେ।ଅର୍ଥହୀନ ମଣିଷ ଖୋଜାଏଠାରେ ଏତେବେଳେ।ଆଦର୍ଶ କଥା ଛାଡିଇତଃସ୍ତତଃ ସମସ୍ତେ।ଜମାଟ ଅନ୍ଧାରକହି କହିଗଲା ଗୁଡାଏ।ତପୋବନ, ଟିଟିଲାଗଡ,ବଲାଙ୍ଗୀର12-08 -2020
କ୍ଷମତା ଚାଲିଯିବାର ଭୟରେ
କେହି ମାନୁ ନି ଆଉ କିଛି ।ଭାଗ ଭାଗ କରି ଦିଆଯାଉଛି ମାଟିକୋଶଳ କଳିଙ୍ଗ ଉତ୍କଳଭାରତ ଆମେରିକା ରୁଷିଆ।କ୍ଷମତା ଚାଲିଯିବାର ଭୟରେମାୟା ରଚନା କରା ଯାଉଛିଜାତିପ୍ରେମ ଦେଶପ୍ରେମରମିଛିମିଛିକା ନାରାରେ।ଆଉ ଆଉ କୋଉଠି କୋଉଠିଆତଙ୍କ ସୃଷ୍ଟି କରାଯାଉଛିମାନବିକତାକୁ ହନନ କରିଅପ୍ରାକୃତିକ ଅପରାଧରେ।
Know the truth,
Realize the truthAnd stay without fear.Be sober andBe the winner.No matterWho you are here.
In house of friends
And liberties.