The Songof silence reverberates.
Similar Posts
ତୁମ ଆଖି
ସାତ ତାଳ, ଗଭୀର ତଳ କୁଲମ୍ପ ଦେବା ବେଳେଭାବୁଥିଲି ଥିବ ନିଶ୍ଚେ ଗୋଟେମୋତି ର ଫରୁଆ-ଲୁଚିଥିବ ତା ଭିତରେରାଜକନ୍ୟା ଜୀବନ ନାଟିକା-ଥିବ, ସବୁଜ ପକ୍ଷ ଓ ନୀଳ ଆଖିଝୂମାଭ ଦିଗନ୍ତ ଘେରା ଶୀତ ରାତିଅନ୍ଧାର ରଙ୍ଗ ର ଚମ ବେଢିଥିବାବିଚିତ୍ର ଭଅଁର ଟିଏ ।
ଥରୁଟିଏ
ମୋ ଆଖି ମିଶି ଗଲା ପରେ,ମୁଁ ନିଜକୁମାପି ଶିଖିଲି ।ତଉଲିଲିମୋର ସାରା ଆକାଶ କୁ,ଆକାର ର କେନ୍ଦ୍ର, ପରିଧି କୁ ।।ପାଲଟିଲିମାନଚିତ୍ର ଟିଏତମ ଆଖି-ଭୂଗୋଳ ବହି ରେ ।।।
ଆକାଶ ଟା ଆଜି ଖାଲି ଖାଲି
ଏତେ ଚଳ ଚଞ୍ଚଳତା ଘେରା-ଚାରି ପାଖେ, ମୁଁ ଦେଖେ ସାହାରା!ତୁମେ ନାହଁ ଯେଉଁ ଦୁନିଆ ରେସେଠି ମୋର ନାହିଁ କିଛି କାମ,ତୁମ ସ୍ୱର ଶୁଭେନି ଯେଉଁଠିମୋ ପାଇଁ ସେ ମରଣ ର ଧାମ ।।ଯଦି କେବେ ଆଗଥର ପରିଛାଡିଯାଅ ମୋତେ ଏକା କରିଅବା କେଉଁ ଉଦାସ ଲଗନେରାଗ ମୋତେ, ଦେବ ସତେ ମାରି!ତୁମ ରାଣ,ସେଇ ହେବ ଏ ଜନ୍ମ ରେମୋର ଶେଷ ଦିନ! !
The hell on Earth
but an artificial,manmade disaster.People loved tohate eachother.To see differencesinstead of similiesbecome a fashion,an art of life.And the Earthof aspirations foreverything heavenlyturned into a hell.
Your black flames
A hypnotizing eye startedEmanating from theDark nipples of faithlessness.And like a sweet deceit-Burnt the wings ofA midnight mothVenturing intoThe never retreating skyOf shameless desires.
ଅଧରାତି ଯାଏ
କଥା ଅଧା ରହୁଥିଲା-କେମିତିକା ଦିନଆସିଲା ଯେ ଭଲାଏ ଓଠ ନିରବି ଗଲା?