in the dark deep nights
that serve
all my trust in you
all my air of life
within lungs of love
washed clean
with fluid of deadly hunger
on the orphaned plates
and perennial thirst.
Similar Posts
You made my life-
With your love and care.BlueWith your looks and stare.GreenWith your dreams, divine.YellowWith your holy, pious, shine.BrightWith your passionate kiss.And darkWith your touches, I miss.On this auspiciousMoment of your birthWish you allThat keeps you warm,That makes you firm,That gives you peace,That delivers you blissThat renders you charmThat does no harm.That sings of loveAnd songs of my…
ବେଳେ ବେଳେ ଆକାଶରେ
ହେଲେ, ରାତି ରାସ୍ତାତକ ଅନ୍ଧାରିଆ ଥାଏ ।ସେମିତି ପ୍ରିୟା ର ଘରେପ୍ରିୟା ଥାଏ, ପାଖ ଘରେ,କଥା ଟିକେ ହେବା ଲାଗି ଡର ଲାଗୁଥାଏ ।।ଜୀବନରେ ଏମିତିକାଚାଲିବା ରେ ଏକା ଏକାଯେତିକି ପାରିଲା ପଣ ଲୋଡା ଆମ ପାଇଁ –ସେତିକି ଦମ୍ଭ ମୋ’ ଠାରେତୁମକୁ ପାଇଲା ପରେପାଇଗଲି ଅବଶିଷ୍ଟ ପରମାୟୁ ପାଇଁ ।।
ଆପଣାର ମଣି
ମାଟି ପାଣି ପବନରେ-ପ୍ରେମର ଅଲିଭାରଙ୍ଗ ଭରିଥିଲଲୁଚି ଗଲ ଗୋପନରେ! !
ଉଦାସ ସଞ୍ଜେ ସକାଳେ,
ଧୂସର ପଣତ, ମୋରଆକାଶ ର ସାରା ଉପବନେ-ଶିରି ଶିରି ପବନ ରେ ଭିଜାସମୟ ର ଓଢଣୀ ଉହାଡେଜହ୍ନ ଲୁହ ଢାଳୁଥିଲା ବେଳେ-କାହା ମଲା ଖବର ଟାଅପେକ୍ଷା ର ଆଞ୍ଜୁଳା ଫାଙ୍କ ରୁ-ଏ ଯାଏ ବିହଜିଥିଲା ପରି,ବିରହ ର ବଂଶୀଟିଏଗୁମୁରି ଗୁମୁରି,କାନ୍ଦୁଥିବା ବେଳେ-ହଜିଲା ସେ ଦିନ ର ଚାହାଣୀ,ତମ ଆଖି,ବେଶ ମନେ ପଡେ ।।
You have been doing it
A spoon tastes the Rssgulla! !
ତୁମ ସହ ପଦଟିଏ କଥା,
ଯୁଗ ଯୁଗ ଜଳିଥିବା,ଛଟପଟ ହୋଇଥିବା,ମାଟି ପାଣି ପବନରେଖୋଜି ହୋଇଥିବାଅୟୁତ ମୂହୁର୍ତ୍ତ ଆଉବିରହ ର ବ୍ୟଥା ।।ଆଜି ଏଇକଥା ପଦେ ତୁମ,ମୋ ଭିତରେ ଆଣିଦେଲାତୄଷ୍ଣା ର ଜୁଆର ।।ଚେଇଁଦେଲ,ତୁମେ ମୋ ଭିତରେଦୁନିର୍ବାର ମୋହ ବଞ୍ଚିବାରଏବେ ଆଉ ଏ ଦୁନିଆଛାଡ଼ି ପାରିବିନି ।।ତୁମେ ଯେଉଁମାଟିରେ ଚାଲୁଛ,ତୁମେ ଯେଉଁପାଣିକୁ ଛୁଉଁଛ,ସେ ଦୁନିଆ ସୀମା ଆରପାରେରହି ପାରିବିନି ।।ତୁମ ଶ୍ବାସଛୁଉଁନାହିଁ ଯେଉଁ ପବନକୁତାକୁ ନେଇମୂହୁର୍ତ୍ତେ ବି ବଞ୍ଚିପାରିବିନି ।।।