And stay hydrated.
We are to
Keep it in mind
Drinking water is
Never private.
All related to health,
And health is
Related to state.
And we are all water,
All related to water.
We are all in water
Far and near.
Similar Posts
Missing,
Also I am.I am failed toSearch out myLocation andYour mission.In search of youHere I am look.
ଛାକେ
1ମାର୍ ଛାକେ, ନେ।କାଏଁ କରୋନାଫରୋନା ବୋ!ହେଟା ସଫାସବୁ ଟଁକାଖେବାରଚାଲ୍ ହୋ!କମେଇକୁଠେଇନେଇଁ ଦେବାର ପୁହେ!କରିଦେଇଛନ୍ ଠୋଫୁନି ଆମର ଗତାଗତକେ।ଆମରମୁଡେ ମାରୁଛନ୍ ଲାତ୍ଆମରଟା ଖେଇକରିଆମର ଟଙ୍କାଥି ଏସିଗାଡିବଘି ହଉଛନ୍ ଫିରଫିରି।2ଢୁଲି ପଡୁଛ କେଁ ଦଦା!ନେଇଁ ସେ ବୋହେଟା ସମଝୁଥିଲିଁତୋରଟା।କେଟାଁ ଆରୁ ଅଛେ ମୋରନେ?ମୁଇଁ ଭି ନେଇଁ ସେକାହାରିର!ସଁକଲୁଥିଲିଁ ହେବା ବଲି,ନେଇଁ ପାରଲିଁ।ଉଧା ଭିନେଇଁ ରହେଲା କିଛୁ,ଦେଖତେ ଦେଖତେ ଛୁ!
କୋରୋନା ଭାଇରସ
ବିଶ୍ୱାସ ଅବିଶ୍ୱାସଭାଇ ବନ୍ଧୁ ପଡୋଶୀକାହାରି ଭିତରେକଣ ଅଛିଆଉ ପଡୁ ନି ଜଣା।ଆରୋପ ପ୍ରତ୍ୟାରୋପପରୀକ୍ଷା ପ୍ରଚାରକିଛିରେ ନାଇଁକିଛି ଇ ମୂଲ୍ଯଜଣା ପଡୁଛି ସବୁଟଙ୍କାର ଖେଳ।ଏବେ ନେଗେଟିଭଆଉ ଏ ନେଗେଟିଭଟାହେଉଛି ପୁଣିପଜିଟିଭ ଆଶ୍ଚର୍ଯ୍ୟ!ଖିଲଖିଲେଇ ହସୁଛିକୋରୋନା ଭାଇରସଭାଇଭଉଣୀର ମମତାଡୋରଛିଣ୍ଡୁଛି ଥରକୁ ଥରପଡୋଶୀ ଭିତରରଶୁଭକାମନାରେ କଳାକନା।ସତ ଆଉ ସିଧାରେଅଛି ଯିଏ ଖାଉ କରୋନା,ନା ନା ନା ଏମିତି କୁହ ନା।କରୋନାର ହାତଗୋଡ ନାଇଁ,ଅଦୃଶ୍ୟରେ ଖେଳୁଛିଖେଳ ମଣିଷ ଭିତରେ।ଆଉ ମଣିଷର ହଜିଛି ନିଦମଣିଷପାଖରେ ନାଇଁ ଗଦ।ତପୋବନ, ଟିଟିଲାଗଡ,ବଲାଙ୍ଗୀର19/03/2020
Oh yes
Here.And hereThe entire world isIn fear.The very existence isIn danger.True,We are very helpless,Before a virusAt this time.True, I am in youAnd you are in me.
Left and right let us fight,
It is all our creative solidarity.We have not remembered our identity,That is pathetic and goes against humanity.
1
Some one asked me.I replied,It is in Karona.2A lift home,And what is itI know not.As always I am late.3No voice I heardAnd yet they saidWhat is that pleaseExplained dear sir.4No vicious tendencyBut in a polite wayThe left with no wordHeavy traffic, though.