Snake through valley of my soul.
Similar Posts
A life under the shadow
Words seldom bridge the gap.
A moment’s drop of tear
buds burnt for garnering warmth.
In such a season.
We met each otherhands in hands,Lips on lips,Eyes at eyes,and our heartsinches awaymissing a beat or two,after momentsof silent hugsand warm embracesI could feelhow pleasantis this moment,and how colourfulis this season,when it is springand the one opposite meis none but you.And it was youwho taught methe alphabets ofeternal love and longingsand how all seasons arenot…
Love
Below everyone’s feetLike a mother’s lap.Buttressing.
କାଲି ରାତି ସପନ ରେ ଆସି
ମୋ କାନ ରେ ସେ ଧୀର ପବନେସତେ ଅବା ଆତ୍ମା କୁ ଛୁଇଁଚପାହାଡ ର ଘାସୁଆ ଚଟାଣେତୁମ ନୀଳ ଉତ୍ତରୀ କୁ ପାରିମୋ ମଥା କୁ ତୁମ କୋଳେ ରଖିଦେଉଥିଲ ଅଙ୍ଗୁଳି ସ଼ଞ୍ଚାଳି ।ମୋ କ୍ଳାନ୍ତି କୁ, ଅବଶ ଦେହ କୁତୁମ ଛୁଆଁ କରିଲା ସତେଜମୋ ଅନ୍ତର, ଅବଶ ଦେହ କୁଦେଇଥିଲ କି କଅଁଳ ଶେଯ…
ଜାଣେ ନାଇଁ
ଅଦିନିଆ ମେଘ –ବର୍ଷିବା ଆଗରୁମୋର ଦେହ ମନଅନ୍ତରକୁ ଓଦା କରିଦେଲା,ଭିଜିରଲାଅତୃପ୍ତି ଓ ବେଦନାରଅସରା ନିଦାଘ ।।ତମ ଚାଲିଗଲା ଦିନୁଁଏ ସାରା ଆକ।ଶଭରିଥିଲା ମଉନ ଓନିଃସଙ୍ଗ ତାରା ରେ ।ଏବେ ତୁମ ସ୍ବର ର ଝଙ୍କାରଏ ଅନ୍ତର ଯମୁନା ରେଆଣିବ ଜୁଆର ।।ଭରି ନୀଳ ଅନ୍ତରଙ୍ଗ ସ୍ବରତୁମ ଓଠ ମୋହନ ବଂଶୀ ରେ,ଭରିଦେବମୋ ଜୀବନେ ସାତ ରଙ୍ଗ ସ୍ବର ।।