Hallucinations conjure your limbless forms.
Similar Posts
Society on the path downstairs-
Government in power lacks majority.
ଆଜି ଗୋଟେ
ଖୋଲିଦେବା ପାଇଁମନ ତଳ ସବୁ ରୁଦ୍ଧ ଦ୍ୱାର,ଅନ୍ତରର ପ୍ରତିଟି ଝରକା ।।ଥରେ ଖୋଲିଦେଲା ପରେହୃଦୟ ର ମୁଦା ଦରବାଜା,ଆଉ କେବେ –ଲାଗିବନି ଏକା,ଆମେ ହେବାଏକ ଆତ୍ମା, ଏକ ପ୍ରାଣ,ଏକ ଦେହ, ଏକ ମନଗୋଟିଏ ସପନ।।
ତମେ ପ୍ରିୟା, ମୋ ଅନ୍ତର ରାଣୀ
ତମ ଇଚ୍ଛା ଠାରୁ ବଳି କିଛିନାହିଁ ଆଉ ଏ ମୋର ଜୀବନେ ।ତୁମ ପାଇଁ ସମର୍ପିତ ଏବେକରିବା କୁ ସଫଳ, ସାକାର-ତମେ ଏବେ ଯାହା ବି ଚାହିଁବ,ସେ ଚରମ ଆଦେଶ ମୋହର ।।ଏବେ ଠାରୁ ମନା କରିବନିମୋତେ କଣ ଭାବୁନ ନିଜର..ତମେ ପରା ଆତ୍ମା ମୋ ଦେହ ରମୁଁ ତୁମର ଶରୀର ନଶ୍ୱର ।ମୁଁ ତୁମର ବାହ୍ୟ କଳେବର ।।ମୁଁ ତୁମର ସମ୍ପୂର୍ଣ ତୁମର ।।।
It was
between the Earthand her loverthe king of the seasons-Spring, adorn witha marigold smileon his lips andan orange lustin the eyes.The Earth has herrobes of rosesembroidered withsweet fragrances,her bed ladenwith bunches ofmanyhued flowersthat reflect herdeep love for Him.
A silent heart is unmuted
It is the Valentine’s Day
Teachers in the Examination hall
Popularity isat the apex.