Shards of time and space.
Similar Posts
Love
Fill it upWith Suns of hopesAspiring.
Dustbins are loaded with dirt
Setting a fire is easy.
ଏବେ ଠାରୁ ସାଥୀରେ ଚାଲିବା,
ଆପଣେଇ ନେବା,ଏକାପରି ବୁଝୁଥିବା,ଏକାପରି ଭାବୁଥିବା,ସାଥୀ ହୋଇ ଭୋଗୁଥିବାଗୋଟିଏ ଦାହ ର ଜ୍ୱାଳା,ଗୋଟିଏ କମ୍ପନ !ଆମେ ହେବା ଗୋଟିଏ ଦୁନିଆ-ଆଖି ଆଉ ଅକ୍ଷର ରେ,ସ୍ମୃତି ଆଉ ସପନ ରେ,ଗୀତ ଆଉ ଶବଦ ରେ,ନିଦ ଆଉ ବିଛଣା ରେ-ସବୁଥିରେ ଏକ ମନ ପ୍ରାଣ! !ସେଇ ନୀଳ ଶପଥ କୁନେବା ପାଇଁ ଆଜି ପରାଏ ଜନ୍ମ ରସର୍ବ ଶ୍ରେଷ୍ଠ ଦିନ! ! !
A man booked for torturing
A Galileo is set free.
The night sky
Has turned blueBlue with those memoriesPast with you.Blue with the desiresThat filled our hearts-While we roamed andLoved always to be there,With each other,Within arms,Within talks,Within silences,Over the valley,Within lyrics sungBy the skylark For us,Together in love.
ଯେଉଁ ଦୁନିଆ ର
ଗନ୍ଧ ଭିଜା ଧୂଳି ଧୂଳି,ମଶାଣୀ ଶେଯ କୁଶେଷ ଯାତ୍ରା ବେଳେଶୋଇବି ମଥା ରେ ବୋଳି ।।