on the soil of unuttered words.
Similar Posts
Poems,
and professional prostitutes,Need to change often, remain fresh alwaysAnd change their stale countenance,the last night’s deo of seductive looks.Poems are the silhouette of raining lustthat turns the pages of history ahead,Till the dog-eared page comes,Where moons have never slept-With lilies of their dreams,But have walked on the dry eyes,Lonely with the melting fleshIn a world…
Have you ever
Of the weary?Have you everStilled the tearOf the fearful,The timid, little kid?Have you everBound a stick of supportTo a broken twigOf a plant in theNeighbour’s yard?But I have-For I am a friend.A rea time friendAnd a neighbour to allBorn on this planet.
ଆଜି ବଡ଼ ଦିନ!
ଦିବ୍ୟ ଶିଶୁଟିରଶୁଭ ଜନ୍ମଦିନ,ଦୁନିଆର କୋଣେ କୋଣେକୋଟିଏ କଣ୍ଠରେ ତା’ରଜୟ ଜୟ ଗାନ! !ଏମିତିକା ଲଗନ ରେଜାଣିଛ କି, ମୁଁ ଭାବୁଛି କ’ଣ?ତମେ ଯଦି ଆସିଥାନ୍ତଆଉ ଗୋଟେ ଯୁଗର ଆଗରୁଆଜି ଏଇ ଲଗନ ରମହାର୍ଘ ବେଳାରେ –ଆମେ ଭେଟିଥାନ୍ତେ ଆଜିକେଉଁ ବେଳା ବୁକୁ ପାଶେସମୁଦ୍ର ଧାରରେଅବା କେଉଁହୋଟେଲ ବା ରେସ୍ତାରୋଁ ରେମହମ ର ଲିଭନ୍ତ ଆଲୋକେ,ଚିକ୍ ମିକ୍ କରୁଥିବା ଦୁହିଁଙ୍କରମୁହଁ ଝାଳ, ଲୁହର କାକରେଆଗାମୀ ବରଷ ପାଇଁଶୁଭେଚ୍ଛା ବାର୍ତ୍ତା ରେ ।।
ଏମିତିକା
କାହିଁକି ଯେ ଆଜିକାଲିସହି ହେଉ ନାହିଁ।ଆଗରୁ ତତୁମକୁ ଭେଟିବା ପାଇଁକେତେ କେତେ ବାରଚାହୁଁଥିଲା ବେଳେ ମଧ୍ୟଫେରିବା କୁ ପଡୁଥିଲାତମ ଘର ଦିଶୁଥିବା-ଛକ ରାସ୍ତା, ଦୋକାନ ପାଖରୁ ।।ତମକୁ ଭେଟିବା ଆଗୁଖାଲି ମନ,ଖାଲି ଛାତି,ଭଙ୍ଗା ଭଙ୍ଗା ଅନ୍ତର ରେକେତେ ବାର ଏମିତିକାବିତିଥିଲାସଞ୍ଜ ଓ ସକାଳ-ତୁମେ ମୋତେ ନିଜ ହାତେ ଲେଖାଚିଠି ଦେଇ, ରାଣ ଖୋଇଡକାଇବା ଯାଏତୁମ ତରଫ ରୁ ।।
Apes are doctors
That would never cure them.
A rainbow of day dreams-
A bloody screenshot of empowerment.