You from me.
My Earth stopped
Its revolution,
The Sun absconding from
My gravitational pulls.
Similar Posts
A rainbow of dreams shine
The day of Holi arrives.
ତୁମକୁ ଛାଡି ଏଇଠି
ଆଜି ମନ ବଳୁନାହିଁ ଜମା-ତୁମରି ଆଗେ ଏଇଠିବସି ମୁଁ ରହନ୍ତିଯାଆନ୍ତି ନି କେଉଁଠି କି ଜମା…ଆଜି ଯାଏ କରୁଥିଲଯାଦୁ ମୋ ଉପରେତୁମ ଆଖି ନୀଳ ଚାହାଣୀ ରେ-ଆଜି ମୋତେ ବାନ୍ଧି ନେଲଜନ୍ମ ଜନ୍ମ ପାଇଁତୁମ ନୀଳ ନୀଳ ଅକ୍ଷର ରେ….ଆଖି ଆଖି ଚାହାଣୀ ରେତିୁମ, ଥିଲା ଗୋଟେଉଷୁମ ପରଶତୁମ ରକ୍ତିମ ଓଠ ର-ଆଜି ଏଇ ନୀଳ ଚିଠିନୀଳ ଅକ୍ଷର ରେଉଷ୍ମତମ ଆମନ୍ତ୍ରଣ, ତୁମ ଅନ୍ତର ର…ତୁମ ଟିକି କାହାଣୀ ରେଆଜି ଗୋଟେ ମୋଡଆଣି ଦେଉ ଶବ୍ଦ ର…
You still make me chilly
Treat thy land so lovely!
ତୁମ ଓଠ ଯେତେ ଯେତେ ଥର-
ଛାତି, ବେକ ମୂଳେ।କିଏ ଅବା ଢାଳି ଚାଲିଥିଲାକାମନା ର ନୀଳ ଘିଅ, ମୋରବାସନା ବେଦୀ ରେ ।।
You made my life-
With your love and care.BlueWith your looks and stare.GreenWith your dreams, divine.YellowWith your holy, pious, shine.BrightWith your passionate kiss.And darkWith your touches, I miss.On this auspiciousMoment of your birthWish you allThat keeps you warm,That makes you firm,That gives you peace,That delivers you blissThat renders you charmThat does no harm.That sings of loveAnd songs of my…
ତୁମରି ଛୁଆଁ ର କାଉଁରୀ ପରଶ
ମାଟି ରୁ ଆକାଶ, ମନ ରୁ ଅଗଣାଭରୁଥିଲା ମଧୁ ଗୀତି ।ଜୋଛନା ମଦିରା ପ୍ରୀତି ପିଆଲା ରେନୀଳ ଜହ୍ନ, ଢାଳୁଥିଲା-ପ୍ରେମ ରଂଗ ଥିଲା ମନ ରେ ମନ ରେଆଜି ରିକ୍ତ ପାନ୍ଥଶାଳା ।।
You from me.
All your memories, all at once
were all invoked within me.
Felt like flying up to there,
where this moment, you are.
To meet those eyes, hazel
through the blue curtains
That fall between you
And your faithful shadow.
Similar Posts
ସୂର୍ଯ୍ୟାସ୍ତ ର ରଂଗ ଅପରୂପ,
ତୁମ କିଛି କ୍ଷଣ ପୂର୍ବ ସ୍ପର୍ଶଭରିଥିଲା ଏ ସାରା ଆକାଶ..ତମେ ଥିଲ ଅଳପ ଦୂର ରେ,ସଞ ଆସୁଥିଲା ନଇଁ ନଇଁ,ମୁଁ ଥିଲି ସେ ରାସ୍ତା ର ଧାର ରେ,ଯାହା ଆସେ ତୁମ ଘର ଛୁଇଁ…ସୂର୍ଯ୍ୟ ତାଙ୍କ ଅବିର ଆଖି ରେ,ରହିଥିଲେ ତୁମ ଆଡେ ଚାହିଁ,ତୁମ ନୀଳ ରୂପ ର ଲାବଣ୍ୟ-ଦେଖୁଥିଲି କଣେଇଁ କଣେଇଁ…ବାର ବାର ତୁମ ଘର ଆଡେ,ଚାହିଁବା କୁ ଇଚ୍ଛା ହେଉଥିଲା,ତୁମ ଆଖି ଚାହାଣୀ ନୀଳ ରେ,ଭିଜିବା କୁ ମନ ବଳୁଥିଲା…
Walking along gloomy paths
Erupting Inside my heart,With triads of erotic notesFading into one,There appearedThe reflectionOf a face,I have been afterFor all these years.As I walked a bit closer,It appeared to beA mere reflectionOf a pale face ofThe fallen angel fromThe western sky,On the mute, white waterOf the pond-Sweetened with theSorrowful childhood,Somewhere near theThe solitary ivory templeWhere pious hymns…
The race has begun
Tortoises feed on bread from grass.
How many days have you
How often have you dearCajoled the dreams of my nights? ?How much have you wettedMy chest in thy drops of tear?How often have you revealedThe secret pains that life did deliver? ?It has not been a weekAfter we did meet!You have become all, and myEverything, the Queen of my heart! !
ବୟସ ର ଅପରାହ୍ନେ
ଧୂଆଁଳିଆସମୟ ଚାଦର ତଳେକେହି ଅବାଧୀରେ ଛୁଇଁଯାଏ –ବାହାରେ ବରଷା ତାରଅବିରତ ରିମ୍ ଝିମ୍ ସୁରେମିଳନ ର ରାଗ ଗାଉଥାଏ ।।
For the shelter in your womb,
for the laughter in your talk,for the lustre in your look…Never did you bother nor did flee..Mother in the other world,I thank thee…!For thy care, loving touch,smiling eyes, shinning much,for those bare patting hands,Smothering, airing, healing wounds.Never showed any anger nor did flee..Mother in the other world,I thank thee…!For those staring, lovely eyesRestless, awaiting, returning…