Than their readers.
Similar Posts
Fill me dear or not
My soul will remain thirsty.
ଝରକା ର ରେଲିଂ ବାହାରେ
ବିଜୁଳି ର ଗାରେକଳା ମେଘ ଆର ପାଖୁଁତୁମ ଆଖିଦୁଷ୍ଟାମି ରେ ଭରାଚମକାଇ ଦିଏ,ଥରେ ଛାତି ।ଏ ବେଳା ରେକେହି ଅବାଗାଉ ଥାଏଭିତରେ ଭିତରେମେଘ ଦୂତ ସୁରେ ଭିଜାପ୍ରଣୟ ଆରତୀ ।।
ଯୋଜନ ଯୋଜନ ଧରି
ଦେହ ସମୟ ର,ସୀମାହୀନ, ଆଦିଗନ୍ତ ବ୍ୟାପ୍ତି-ନି8ସଙ୍ଗତା, ଶୂନଶାନ,ଅନ୍ତରଙ୍ଗ ସ୍ମୃତି ।।କାଲି ର ଆକାଂକ୍ଷା ହଜେଅସହାୟ ଜନନୀ ଜଠରେ,ଫୁଟିବା ର ପୂର୍ବ ଲଗ୍ନେ,ଅସତର୍କ ଶେଫାଳି ପାଖୁଡା-ହସଟିଏ ଲୋଟିଯାଏ ତଳେ,ଲିଭିଯାଏ ତରୁଣ ଓଠ ରେମିଳନ ର ଅନ୍ତିମ ମୂହୁର୍ତ୍ତେବିରହ ର ସ୍ୱର ଅସଜଡା ।।
You are my teacher
When my eyes started to blink.
At this hour of my night
You knocked mildon the door of my heartwhile I was all alone,alone with meand my poems withindeep within my heartwith a surge of emotionslike the tideon the full moon,I was in a stateof a ship, submergedbeneath the sea of thoughts.You knocked again,This time a bit louder.My heart losta beat or two,Bewildered with myMind indecisive and…
Streets are wide and many
Dogs take the short cuts.