Never to erode nor to fade.
Similar Posts
Broken Wings,
Broken glasses,Rage dreams.Broken heart,Burns silent.Broken faithTurns violent.Broken chords,Strike the wrong.Broken cords,Choke the lungs.
ପାନ୍ଥଶାଳା ଏବେ ପଚାରି ବୁଝୁଛି,
ଦୁନିଆ ପଡିଛି ଖାଲି ଖାଲି ସେଠିଶୁଖା ଶୁଖା, ଖାଁ ଖାଁଅୟୁତ ଶରତ, ହଜାର ବସନ୍ତହଜାଇଛି ଯେଉଁ ଗାଆଁ-ତା ଆମ୍ବ ବଉଳ ବାସ୍ନା ରେ ବାସ୍ନା ରେଅଛି ଲେଖା ତୁମ ନାଆଁ ।।
ତମ ଆଖି
ଅନୂଢ ଛୁଆଁ ରେମୋ ଭିତର ହୋଇ ଯାଏମହମହ ବାସ୍ନା ମୟ,ମୋ ଛାତି ର ଅନ୍ଧାର ଆକାଶେଫୁଟିଯାଏ ତାରା ଫୁଲତମ ଭସା ଭସା ଚାହାଣୀ ର ।।ତମ ଆଖିଛୁଇଁ ଛୁଇଁ ଯାଏମାଟି ରୁ ଆକାଶ ଯାଏମୋ ଭିତର, ମୋ ବାହାରବିନ୍ଦୁ ବିନ୍ଦୁ ସମଗ୍ର ଅସ୍ତିତ୍ୱ-ହୋଇ ଯାଏ ଏକାକାରଦେହ ମନ ଅନ୍ତର ରସବୁ ରୂପ, ଆକାର ର ବିଶ୍ୱ ।।ତମ ଆଖି କି କିମିଆ କରେ…ଲାଜ ଆଉ ସଂକୋଚ ରସବୁତକ ଶୁଖିଲା ପତରଜଳିଯାଏ ନିମିଷକେ,ଆଖି ପଲକ ରେ।।
Alarmed-heart leaps in the breast
A life under the shadow.
ଯେଉଁ ଠିକଣା ରେ ସେଖୁଥିଲ ତମେ
ଅଛି ସେ ଠିକଣା, ତୁମ ନୀଳ ନୀଳଛୁଆଁ ରେ ଗାଧୁଏ ଏଠି ।।ତୁମରି ପରଶେ, ଖିଲି ଖିଲି ହସେମୁଖରିତ ହେଉଥିଲା,ବିରହେ ତୁମର ଆଜି ଖାଲି ଖାଲିସେ ହୃଦୟ ପାନ୍ଥଶାଳା ।।
Whether you kick or lick
Their honesty remains at peak.