None to explore the unexplored.
Similar Posts
ଯାଉଚି ମୁଁ
ଆସିବ ଗୋ,ସପନ ରେ ଆଜି –କାଲି ଯେଉଁଚୁପି ଚୁପି କଥାମୋ କାନ ରେକହିଦେବ ଆଜି ।।କାଲି ର ସେକଥା ରେ କଥା ରେଏତେ ବେଶୀଥିଲା ଯେ ଆବେଗ,ମୋତେ ଭାରିଅଡୁଆ ଲାଗିଲାକେମିତିକା,ସେଇ ଅନୁଭବ ।।କେବେ ବିଭାବି ନଥିଲିସତେ ଏତେ ବେଶୀଏଇ ଟିକିଦୁନିଆ ରେ ତମେମୋତେ ଏତେପାଇଯିବ ଭଲ –ଭୂଲି ଏଇ,ବ୍ୟବଧାନ କାଳ ।।
Have you Ever
Been with someoneAs close as his heartAnd his breathing air?Have you ever triedTo read the roots and twigsOf his worriesAnd his choking windows of lifeAnd the bleeding veins of life?But I have..For I am a friendA friend for all eternity
ତମ ଠାରୁ
ତୁମ ପୂଣ୍ୟତିଥିଏଇ ଦୁନିଆ ରେମୋ ମାଟିରେ ତୁମ-କୁନି କୁନି ପାଦ ଥାପିବା ରପହିଲି ଲଗନ,ଶୁଭିଥିଲା ଯେବେ ତୁମକୁଆଁ କୁଆଁ ସ୍ୱର ।।ମୋ ଧୂମାଭ ଦିଗନ୍ତ ରଆଖି ରେ, ଅକ୍ଷରେ –ଯେତେବେଳେ ଥିଲା ଖାଲିଗୋଟିଏ ରଙ୍ଗ ରେ-ଧୂଆଁଳିଆ ଧୂସର ଆକାଶେଗଦା ଗଦା ଯନ୍ତ୍ରଣାର ଧୂଳି ପାହାଡ ରେତୁମରି ସମାଧି ବେଦୀ କଳା ତାରିଖ ରେମୋ ଆତ୍ମା ର ଶିଳା ଲିପିକଳା ଅକ୍ଷର ରେ,ନିଶବଦ ମଶାଣି ର ସବୁ ଶୁଷ୍କବେଦନାକ୍ତ ଶୁଖିଲା ପତରେତୁମ ସ୍ୱର – ବର୍ଷା ଆଣିଦେଲା..ନୀଳିମା ର…
Remained Awake,
Al-through the night,Perhaps sometimesYou might resolveTo return to me…Alas! In the morningI found the White sheetOf my infinite awaiting,Like the shattered heart,The bed of my nightsBathed with dreamsIs still like a blank paperAnd untouched, Virgin.
War is a killing hole
Moving along the Atlantic of Time
ତୁମ ଠାରୁ ଯୋଜନ ଦୂରତା-
ତୁମ ଠାରୁ ଅୟୁତ ଚୁମ୍ବନ ।ସ୍ନେହ ମୟଦରଦିଆ ସ୍ପର୍ଶ,ଜୀବନ ର କୋଣ ଅନୁକୋଣ ।ମୋର ଏଇ ଦୁନିଆ ରଅନ୍ଧାରିଆ,ଆଲୋକିତ,ସବୁଯାକ ପାର୍ଶ୍ୱ ।ଏବେ ଖାଲି ତୁମେ ମୟ,ତୁମ ଛୁଆଁ,ତୁମ ସ୍ମୃତି,ଗୀତିମୟ ମୁଲାୟମ ସ୍ପର୍ଶ ।।