An irreparable loss for us.
Similar Posts
Like in the past,
paints vermilionon the forehead of the sky.But alas, you’re no more eagernowhere near today, hereto put vermilion in my nameon your forehead with love.This is a translation of the poemସଖୀ-02 (Sakhi_02)/Odia PoembySubhas Chandra Chakra
ମୋ ଆକାଂକ୍ଷା
ମୋ ପ୍ରତୀକ୍ଷାଶାମୁକା ର ଦେହ-ଇଚ୍ଛା, ଆବେଗ ରନୀଳ ଚରା ଭୂଇଁ ।ତମେ ଆଉସମୁଦ୍ର ନୁହେଁ ଯେଏ ଶାମୁକା ପେଟ ତଳେ,ଛାତି ତଳେଦୁ8ଖ ତକ ମୁକ୍ତା ପାଳଟିବ ।।ତମେ ମୋରଯୋଜନ ଯୋଜନ ଧରିବିସ୍ତାରିତ କାମନା ରନୀଳାଭ ବିଗ୍ରହ-ଏମିତିକା ସପନ ରଙ୍ଗ ରେତମେ ଗଢା ଦର୍ପଣ ଯେନା ତମ ମୁହଁ ଦିଶିବ ସେମୋ ନି8ଶବ୍ଦଓ ନିଷିଦ୍ଧ ଇଲାକା ରଅଭିଶପ୍ତ ସୂର୍ଯ ଆଲୋକ ରେନା ତମ ମୁହଁ ଦେଖିହେବଫୁଲି ଫୁଲି ଉଠୁଥିବାରୁମ ମୂଳ ଆଉଜକ ଜକ କରୁଥିବାହସ ହସ ଓଠ ଧାରଚୁମ୍ବନ…
War is a food of hatred
Served in public.
A day on this planet
Warmongers of Earth turn flat.
Whether you kick or lick
Their honesty remains at peak.
ଆଜି ଯେତେ ହେଉଛି ବିବ୍ରତ
ଦେଖିନେବା ପାଇଁ,ସେତିକି ବ୍ୟଗ୍ରତା ରହିଥିବଯଦି କେବେ ତୁମ ଇଚ୍ଛା ହୁଏଦୂରେ ଯିବା ପାଇଁ ।।ତମେ ଯଦି ଖାଲି ଥରେ କୁହଆସନାହିଁ, ଆଉ ମୋତେ ବିବ୍ରତ କରନି,ମୋତେ ଛୁଅଁ ନାହିଁରାଣ ଖାଇ କହୁଛି ମୋ ପ୍ରିୟା-ସେ ଦିନ ଠୁ, ଆଉ କେବେ ଏଇ ପୋଡାମୁହଁଦେଖାଇବି ନାହିଁ ।।