buds burnt for garnering warmth.
Similar Posts
ଏ ଜୀବନେ
ଅନ୍ତର ର ଶୁଖା ପଡିଥିବାଅନ୍ତହୀନ ବିରହ ସମୁଦ୍ରେଅଚାନକ ଜୁଆର ଆସିଲା,ଭରିଗଲା ଫୁଲେ ଫୁଲେଫଗୁଣ ର ରଙ୍ଗ,ଆସିଗଲା ସତେ ଅବାମୋ ଆତ୍ମା ର ଅନଙ୍ଗ ଭୂଇଁ ରେପ୍ରଣୟ ର ମେଘ,ଏବେ ସାରା ଆକାଶ ରେ ଆମକିଏ ଅବା ଭରି ଦେଲାମିଳନ ର ରଙ୍ଗ ।।
Fishing is never an art-
Just to trick an inferior.
କାଲି ତମେ
ମୋ ଅନ୍ତରେତୁମ ପାଇଁ ଝରୁଥିବା ଗୀତି,କାହିଁକି ଯେଥିଲା ନୀରବତା,ତୁମ ଆଖି –ଚାହାଣୀ ରେ ଗୋଟେ ଶୀତ ରାତି ।ଯେତେବେଳେନେଲ ବି ମେଲାଣିତା ପର ଠୁଆଉ ମୁହଁ ଦେଖାଇଲ ନାହିଁ ।ମୋତେ ଯେଉଁକଥା ପଚାରିଲତାହା ତେବେ,ଲଗାଇଲ, ଶେଷ ରେ ମୋ ପାଇଁ?
Memories that I treasured for you,
Endless grief buried deepShapes of dreams got a flipAsked for an autumn, but got a Loo.
ତୁମ ସହ ପଦଟିଏ କଥା,
ଯୁଗ ଯୁଗ ଜଳିଥିବା,ଛଟପଟ ହୋଇଥିବା,ମାଟି ପାଣି ପବନରେଖୋଜି ହୋଇଥିବାଅୟୁତ ମୂହୁର୍ତ୍ତ ଆଉବିରହ ର ବ୍ୟଥା ।।ଆଜି ଏଇକଥା ପଦେ ତୁମ,ମୋ ଭିତରେ ଆଣିଦେଲାତୄଷ୍ଣା ର ଜୁଆର ।।ଚେଇଁଦେଲ,ତୁମେ ମୋ ଭିତରେଦୁନିର୍ବାର ମୋହ ବଞ୍ଚିବାରଏବେ ଆଉ ଏ ଦୁନିଆଛାଡ଼ି ପାରିବିନି ।।ତୁମେ ଯେଉଁମାଟିରେ ଚାଲୁଛ,ତୁମେ ଯେଉଁପାଣିକୁ ଛୁଉଁଛ,ସେ ଦୁନିଆ ସୀମା ଆରପାରେରହି ପାରିବିନି ।।ତୁମ ଶ୍ବାସଛୁଉଁନାହିଁ ଯେଉଁ ପବନକୁତାକୁ ନେଇମୂହୁର୍ତ୍ତେ ବି ବଞ୍ଚିପାରିବିନି ।।।
It’s so hard to fly
A life under the shadow.