It is the Valentine’s Day
Similar Posts
ତୁମ ଆଖି ଥରୁଟିଏ
ତମେ ଥାଅ,ମୁଁ ଥାଏ,ହେଲେ ପ୍ରିୟେଏ ବେଳା ରେତମେ କିନ୍ତୁ ରୁହ ନାହିଁ ଜମାମୋ ପାଇଁଦେହ ହୋଇରକ୍ତ ର, ମାଂସ ର ।ଅନୁଭୂତି, ଉତ୍ତେଜନା-ଚର୍ମ ର, ମନ ର।।ତମେ ଯାଅଆଖି ହୋଇ କେବଳ ଦୁଇଟି ।।ମୋ ମାଟି ରୁ ଆକାଶ ରସାରା ଦିଗନ୍ତ ରେ-ଚାରି ଆଡେ ତମ ଭୂରୁ-କଳା କଳା,ଯେଉଁ ଆଡେଆଖି ମୋର ଚଳେ ।।ଖାଲି ତମ ଆଖି ଆଉ ଆଖିଆଖି ଆଉ ତମେ-ତମ ଆଖିଖୁବ ମନେ ପଡେ ।।।
Oh Papa…
For everything new and fresh,For everything far and near,For ideas novel and innovative,For solitudeAmongst densest crowds,For altitudes of lifeBeyond the clouds,For attitudesSocial, human and spiritual,For sharingThe last pie with the stranger,For caringThe victims of misfortune,For ventures into paths unknown,For cultures differentAnd faiths of others,For all thoughts in and aroundRevolutionary,Socialistic,Scientific,Modern,Spiritual,Aesthetic,Literary,Philosophical or Ethical.
Your job is to carry
No choice left, dear spoon.
ଆଜି ପୁଣି ପୂର୍ଣିମା ରେ
ପାଖ ରେ ପାଇଲି,ମୋ ଆଖି ରେ ଲୁହ ଜମାରୋକି ହେଲା ନାହିଁ –ଅନ୍ତର ର କୋହ ତକନିଗାଡିଲା ଯାଏ-ତୁମ ପ୍ରତିଚ୍ଛବି ପାଶେବଖାଣି ବସିଲି ।।ଜାଣି ନାଇଁତୁମ ଆଖି ରେ ମୁଁସେମିତି ରହିଲିକି ଆଉ ପାଦେତଳ କୁ ଖସିଲି ! !
-୨- ମାୟା ମିରିଗ ର ସ୍ୱପ୍ନ
ସପନ ବୁଣନ୍ତିବନବାସୀସ୍ୱାମୀ ପାଶେ ଥିଲେ-ମିରିଗ ରମାୟା ମୋହ ପାଇଁକାଳେ କାଳେପଡେ ରାମ ଜାଲେ ।।
ତମେ ନାହଁ ବୋଲି
ତମେ ତ ଏ ସାରାମାଟି ପାଣି ପବନରେ,ଶୟନେ, ସପନେ,ଅବା ଜାଗରଣେତମ ଛୁଆଁ ମିଳେଏଠି ସେଠି ସବୁଠାରେ ।।