Nobody bends before a servant!
Similar Posts
ଓଦା ଓଦା ଚମ, ଲୋମ,
ରମଣ ଲାଳସା-କାନ ମୂଳେବୈଶାଖ ର ଛୁଆଁ ।ଏ ବେଳ ରେମଶାଣୀ କୁ ବେଢିଥିବାତାଳ ବଣ ବରଡା ଫାଙ୍କ ରୁଜହ୍ନ ହସୁଥାଏ-ସଜ ସଜତୁଳସୀ ଓ ଚନ୍ଦନ ବାସ୍ନା ରେ ।।ତମ ଚୁଡିଖନ ଖନ ଶୁଭିଯାଏଶୀତ ରାତିଧୂଆଁ ଧୂଆଁ ନିଷ୍ପ୍ର୍ରଭତାବେଢିଥିବା ନଇପଠାଉଲଗ୍ନ ଅନ୍ଧାରେ।।ଏବେ ଏବେବୈଧବ୍ୟ ର ସୁରେ,କ୍ରମଶ8 ନିରବି ଯାଉଥିବାଅଜନ୍ମା ବିରହ ର ରାଗେଗାଉଥିବା ଚକୋରୀ ଓଠ ରେମିଳନ ର ରଙ୍ଗ ଲାଗିଯାଏ ।।।ଖୋଜିବା ର ସେଇ କେତେ ଦିନତୁମକୁ ପାଇବା ପାଇଁରାତି-ଦିନ ଏକ କରି ଦେଇଥିବାଅଲୋଡା ପକ୍ଷୀ ରକ୍ଳାନ୍ତ…
The moon sets
in the far western skybeneath the dark veilsof palm forestdown the lonely hillby the sea of sexless nights.Released fromexile of lustover lives after livesof unborn urgeall your shadowsplay hide-and-seekwith clouds of heartless-girl friends of past livesplaying evil gamesin the violent skybefore the dawn ofthe only golden morningyet to be conceived.
ଲାଗୁଛି ଯେ
ଆସିଅଛ ଫେରି-ଠିକ ସେଇରୂପ, ରଂଗ, ଶବ୍ଦ,ଆଉ ଚାହାଣୀ ରେତୁମେ ‘ସୀମା’ ମୋର-ମୋ ପାର୍ଥିବ ଇଚ୍ଛା, ଆବେଗ ର ।ମୋ ନିଃସର୍ଗ ତୃଷା, ମିଳନ ର ।ମୋ ଆତ୍ମିକ କ୍ଷୁଧା, ବିରହ ର ।ତୁମେ ବେଢିଯାଅ ଏବେଛାଇଯାଅ, ମାଟି ରୁ ଆକାଶ-ଛୁଇଁ ଯାଅ,ଭରି ଯାଅ,ଏଇ ମୋରତୁମ ବିନାଏ ଯାଏ ବି ଖାଲି ଥିବାଜୀବନ ର ନଭ, ଜଳ, ସ୍ଥଳ ।।
So many days,
Have drifted down and bystill and calmly.Like theseForgotten kissesUnder the grey shadeOf Mahogany inA summer day.
In the moonlit night
I wash the crystalsof memoriesAnd wipe them cleanin the sweetnessof hanging illusory mirror-Showing me my imagescold with past embracesscratched with nailsof sweet desire-the snake of your beautylures my frog skinnever tanned with lust.
Dustbins are loaded with dirt
Setting a fire is easy.