Than their readers.
Similar Posts
କାଲି ଠାରୁ ବିଚିତ୍ର ଲାଗୁଛି-
ତମେ ମୋତେ ସତେ ଅବାପୂରା ମିଳିଗଲ,ଆଉ ଥରେ ଏଇ ଜନମ ରେ ।ପୁଣି କେବେ ଏମିତି ଲାଗୁଛିଯେମିତିକା ଖୁବ୍ ଶୀଘ୍ରଏ ସାକ୍ଷାତ ପର୍ବ-ପର୍ଯ୍ୟାୟ ରସମାପ୍ତି ଆସିବ, ପୁଣିଚାଲି ଯିବା ଆମେ ଦୂରେ ଦୂରେ ।।ସତେ କଣ ଏମିତି ଘଟିବ?ଆମ ଦୁହିଙ୍କ ଦୁନିଆବାର ବାର ଏକ ହେବ,ଅଲଗା ବି ହେବ? ?
Walking along gloomy paths
Erupting Inside my heart,With triads of erotic notesFading into one,There appearedThe reflectionOf a face,I have been afterFor all these years.As I walked a bit closer,It appeared to beA mere reflectionOf a pale face ofThe fallen angel fromThe western sky,On the mute, white waterOf the pond-Sweetened with theSorrowful childhood,Somewhere near theThe solitary ivory templeWhere pious hymns…
Arms of displeasure and
Intimately woven into my soulNothingness in everything aroundAre embracing my existence.As and When I sleepLoneliness grips my heart,Inner voids get filled withNever ending longing for you,And to expand into the Shapeless.Shapes that you formEngulfing me and my soul,Entering my dreams andMonitoring my desiresAcquire ever changing forms.Since that day of departure-Every moment and day,Every inch of…
ଲାଗୁଛି ଯେ
ଆସିଅଛ ଫେରି-ଠିକ ସେଇରୂପ, ରଂଗ, ଶବ୍ଦ,ଆଉ ଚାହାଣୀ ରେତୁମେ ‘ସୀମା’ ମୋର-ମୋ ପାର୍ଥିବ ଇଚ୍ଛା, ଆବେଗ ର ।ମୋ ନିଃସର୍ଗ ତୃଷା, ମିଳନ ର ।ମୋ ଆତ୍ମିକ କ୍ଷୁଧା, ବିରହ ର ।ତୁମେ ବେଢିଯାଅ ଏବେଛାଇଯାଅ, ମାଟି ରୁ ଆକାଶ-ଛୁଇଁ ଯାଅ,ଭରି ଯାଅ,ଏଇ ମୋରତୁମ ବିନାଏ ଯାଏ ବି ଖାଲି ଥିବାଜୀବନ ର ନଭ, ଜଳ, ସ୍ଥଳ ।।
The shawl of Winter mist
the vast expanse ofgold fragrancein the mustard fieldsmurk the lust skin deep.Wisps of winged cloudstart soapingthe soft fair nude skinof the lady mountainsurge a fire of urgein the nuptial bedspread over tons and tonsof mustard flowers.
ଦୁଇଟି ତାହାର ଠଣା-
ଦୁ8ଶାସନ ସାଜି ଦ୍ରୌପଦୀ କଲ୍ୟାଣ,କରିବ କେମିତି ଭାବେ ରାତି ଦିନ-ପରିବାର ପଛ କରି!ଆରଟି ତା ପାଇଁ ଚାଟୁକାର ମେଳ,ପାରିଷଦ ସାଥେ ମଦ ମାଂସ ଝୋଳ,ନଗ୍ନ ନାରୀ ଦେହ ଚିତ୍ରଣ ରେ ଭୋଳ-ଜ୍ଞାନ ର ସେ ଆଲମାରୀ! !