To report if they are deeply rooted
.
Similar Posts
ତୁମକୁ ମୁଁ ଭେଟିବା କୁ ଆସି
ତୁମକୁ ପାଇଲି ନାହିଁଯଦିବା ଥିଲ ତୁମର ଆପଣା କକ୍ଷରେ,ଭାବୁଥିଲି, ପହଞ୍ଚିବା ପରେ ଖାଲିତୁମକୁ ଭେଟିବି ।।ଆଉ କାହା ଆଖି, ମୁହଁ, ଦେହମୋ ଆଖିରେ ପଡ଼ିବା ଆଗରୁତୁମ ନୀଳ ଚାହାଣୀ ରେନିଜକୁ ଧୋଇବି-ପହିଲେ ଧୋଇବି ମୋ’ରଭିତରର ଧୂଳି ଧୂସରିତସ୍ମୃତି ଆଉ ଛାତି ଗାଲିଚା କୁ! !
It was but mine,
My oldest obsessionThat fits much likeA single frameIn the old, brownedSnaps of false wishesAnd nostalgia reborn.Unaware that weAnd our livesHave moved beyondThe reach of moist desiresAnd predatory white antsOf lust and dust of ego.
Why else was
For whom…?For those whoDecorated itOr themWho tried to disfigure itOver and again?For them who createddifferent formsof art and cultureOr for those narrow lanesOn the pathof light and delightwho devised weapons,wars and evil trades? ?
ଧୀରେ ଧୀରେ
କେତେ କଥା,ଯାହା ସବୁ ମନ ତଳେଉଙ୍କି ମାରୁଥିଲା,ସାରା ଦିନ ଛାତି ତଳେଚାପି ହୋଇକଷ୍ଟ ପାଉଥିଲା,ସବୁକିଛି ସେଇମିତିମନ କଥାମନରେ ରହିଲା ।।ସବୁ ଥିଲେନିଜ ଲୋକ,ଆମ ଚାରି ପାଖେ –ତଥାପି କାହିଁକି ମୋତେସମୟ ଟାପର ଲାଗୁଥିଲାତମ ଖୁସି,ଆଖିର ଲହରୀଆମ ସାକ୍ଷାତ ବାଆ ରେବାଟ କାଟି,ନାଚି ନାଚିଚାଲିଥିଲା ଆଗକୁ ଆଗକୁ –ଜିଭ କିନ୍ତୁଜଡ଼ ହୋଇଗଲା,ସତେ ଅବାଶବ୍ଦର ଫସଲ ପରେବାଲି ମାଡ଼ିଗଲା ।।
ଗୀତ ମୋ ଅନ୍ତର
ଶୀତ ସକାଳ ରନରମ ଚାହାଣୀ ଖରା,ଉଦାସ ମନ ରଉଦାସ ଅକ୍ଷରେଲେଖୁଥାଏ ନିତିଲୁହ ର କବିତା ପରା ।।
She asked for the wishes
from the great Lord Shivaafter years of austerityto please the God of Gods.Little did she know-that her wisheswill be grantedin the most unnatural wayin the life followingthat would cost hera life no lesshumiliating than the hell,a life no lessrewarding than the heaven.