Gajanan Mishra

Palm tree,

Elephant and mountain,Oh yes, I like all that.Just for a minute,I would like to describeHow they are all related.Loving attraction andAll that I like it.In pure form,I want to see all.Let me remember,The mood, the expression,And the awareness and that all.

ଖୋଜୁଛ କଣ

ଅଛି ମନନିଜ ବ୍ୟବସାୟରେପଚାରିଛ କେବେ ନିଜକୁ?ବୁଦ୍ଧିକାଢି ଭିତରୁଦେଖିଛ ନିଜ ଭିତର?ଭାବିଛ କଣକାହାକୁ ରଖିବବଶୀଭୂତ କରି?ଉତ୍ଥାନ ଆଉ ପତନକୁ ନେଇଦେଖିଛ ପରଖିଛଚାଲିଛି କଣସବୁ କୋଉଠିନିଜ ଘର ଭିତରେ?