Gajanan Mishra

1

Please come and reach in the afternoon.ଅପରାହ୍ନରେ ଆସି ପହଂଚ ।2କାଁ ହେଲା ଗୁନେ।No matter, nothing is there to happen.କିଛି କଥା ନାଇଁ, କିଛି ହେବାର ନାଇଁ।

ଦୌଡୁଛି ଘୋଡା

ଦୌଡୁଛି ଘୋଡାଆଉ ଘୋଡା ପଛେ ପଛେ ମୁଁ।ଜାଣେ ନା ଆହୁରି ଏବେମୋ ପଛେ ପଛେ କିଏ!ଆଲୋଚନାର ବିଷୟବସ୍ତୁଖୋଲୁଛି ପସରା ଏବେ।ନାହାନ୍ତି କେହି ଆଉହାଟରେ ବାଟରେ ଘାଟରେ।ବ୍ୟକ୍ତିଗତ ବୋଲି ଆଉକଣ ରହିଲା କିଛି କୋଉଠି!ଉଠବସ୍ ଭିତରେ କଲାଣି ଅଥାଆମକୁ ଅଦେଖା ଅଶୁଣା ଅତିଥି।ତପୋବନ, ଟିଟିଲାଗଡ,ବଲାଙ୍ଗୀର18/10/2020

ସ୍ୱପ୍ନରେ

କଥା ପଡିଛିକଣ ଥାଏ ଆଉକଣ ପୁଣି ନ ଥାଏଏମିତି ଏ ସ୍ୱପ୍ନରେ!ରଙ୍ଗ ରୂପ ରସ ଗନ୍ଧ! !କହିପାରେ ଅବାପାରିବ କହି ସ୍ୱପ୍ନ ହିଁଏବେ ଯୋଉଟା ଆଉ ନାହିଁ।ନ ଥିଲା କହୁ ନିନ ଥିବ ଜାଣି ନିଯୋଉଟା ପହଂଚ ବାହାରେକେମିତି ରଖିବା ଚର୍ଚ୍ଚାରେ!ଚରାଚର ଚର୍ଚ୍ଚା ଚାଲିଥିବଶବ୍ଦରେ ଶବ୍ଦରେ ଉଡିବା କଥା ଯୋଉଟାଉଡୁଥିବ ଦିନରାତି ଆଗପଛ ହୋଇଶୋଇବାଲୋକ ପଡିଥିବ ଶୋଇ।ତପୋବନ, ଟିଟିଲାଗଡ, ବଲାଙ୍ଗୀର27/10/2020