A life under the shadow.
Similar Posts
ତୁମ ଆଖି ମନେ ପଡେ,
ରାତି ବିଛଣା ରେମୋର କ୍ଳାନ୍ତ ଆଖି ଦୁଇଘୁମାଇ ପଡିଲେ,ଦି ପଲକ ପାଇଁ ।।ନିଛାଟିଆ ନଈ କୂଳ,ବୈଶାଖ ର ତୋଟାମାଳ,ନଣ୍ଡା ନଣ୍ଡା ପାହାଡ କୋଳ ରେତମ ଆଖି ନାଚିଯାଏମୋ ଆଖି ରହଜା ହଜା ଦିଗନ୍ତ ରେ,ଲୁଚା ଛପା ଇଲାକା ରନିଶବଦ, ନିଷିଦ୍ଧ ପ୍ରହରେ-ତୁମ ଆଖିଖୁବ ମନେ ପଡେ ।।
ଜନମ ଜନମ
ସଖୀ ମୋର ଚିର କାଳ,ପଲକ ରେ ଦିଶପଲକେ ନ ଦିଶଖେଳ ଲୁଚୁକାଳି ଖେଳ ।।
Are You
The blue fairyOf My childhood?Who brought meAs you cameColourful Flowers,Sweet, ripe Fruits,Songs of the Cuckoo,Winged clouds andMoonlit nights!And whose going awaySnatched everything off my life..Hopes, dreams of Light and delight,And melodies from myStrings of the heart..Tell me my darling! !Are you that littlePrincess of the blues?Fairy of the Childhood? ?
ତୁମ ସହ କେତୋଟି ମୂହୁର୍ତ୍ତ
ଛାତି ତଳେ ଭରିଥିଲା ଶୀତ-ଉତ୍ତେଜନା, ଶୀତଳ କମ୍ପନ ।ତମ ସହ କଥା ଟିକେ ହୁଏ-କି ନ ହୁଏ, ପାଖେ ତମ ବସି ।କେଜାଣି କାହିଁକି ସାରା ଦିନବିତିଯାଏ ପୂରା ଖୁସୀ ଖୁସୀ ।।
One Day
Gone to that WorldWhere we had beenBefore we were born!By the time we meetI want to remain fit..Fit to dimensionsOf your Love,Fit to destinationsOf your Soul,Fit to Vast ExpansesOf your Heart,Fit to deep desiresOf your Lives…Fit to your soft touchesOf melancholic Loneliness,Fit to yourHard and rigid shapes andHuge Volumes of Unfulfillment.I do not know ifTime…
A poem is a moment’s spark
into the timeless, divine journey to eternity.