Socrates would sip the cup.
Similar Posts
Why spare me?
my papa’s heart,my mom’s soul,my sister’s mate-and I was only seven.A tiny kid of sevenjust new to a school,A soft and tender heartinnocent enough to fool!Why did you force meto leave this lovely worldCup board full of toysfriends, loving mom and dad?When I was thirstyfor my sister’s touch,when I was hungryfor my mother’s couch,when I…
Darkness is the mirror image
Suspicion blurs the inner eye.
ଶିରି ଶିରି ଝାଉଁ ବଣେ
କେଉଁ ଦୂର ପରଦେଶୀ,ଅଧ ରାତି ପରେ,ଏ ବେଳାରେ-ଏତେ ଦିନେ ଘରକୁ ଲେଉଟେ-ପ୍ରିୟା ଆଖି ଲୁହ ର ଦରଜାଫିଟିଯାଏ ଏତେ କାଳ ପରେ,ତା ହାତ ର ଯାଦୁ ପରଶ ରେ ।।ଶରତ ର ରାତି ଭିଜିଯାଏଜୋଛନା ର ନୀଳ ପରାଗ ରେ,ମିଳନ ର ବାସ୍ନା ରେ ବାସ୍ନା ରେ ।।
ତମ ଆଖି
ଅନୂଢ ଛୁଆଁ ରେମୋ ଭିତର ହୋଇ ଯାଏମହମହ ବାସ୍ନା ମୟ,ମୋ ଛାତି ର ଅନ୍ଧାର ଆକାଶେଫୁଟିଯାଏ ତାରା ଫୁଲତମ ଭସା ଭସା ଚାହାଣୀ ର ।।ତମ ଆଖିଛୁଇଁ ଛୁଇଁ ଯାଏମାଟି ରୁ ଆକାଶ ଯାଏମୋ ଭିତର, ମୋ ବାହାରବିନ୍ଦୁ ବିନ୍ଦୁ ସମଗ୍ର ଅସ୍ତିତ୍ୱ-ହୋଇ ଯାଏ ଏକାକାରଦେହ ମନ ଅନ୍ତର ରସବୁ ରୂପ, ଆକାର ର ବିଶ୍ୱ ।।ତମ ଆଖି କି କିମିଆ କରେ…ଲାଜ ଆଉ ସଂକୋଚ ରସବୁତକ ଶୁଖିଲା ପତରଜଳିଯାଏ ନିମିଷକେ,ଆଖି ପଲକ ରେ।।
You are
Of my tears,The living lettersOf my blood.You areThe blue alphabetsOf the paper boat,That floats onThe fluids of passion,The wave of fusionOr our carnal desire,On the ocean of time,Under the yellow skyOf our separation.
Your memories make a desert
Upon the sands of time.