Make me immortal on Holi.
Similar Posts
As I look at the horizon
Your fading memoriesZoom in instantlyInto a gigantic black holeEmerging out of nowhereThat prompt my innate urgesAnd the entire beingTo merge within and disperseInto a state of non existenceInto a state of ocean deep passionAnd sky high aspirations.They tend to lift the curtains,Of age-old infatuationFor being in your arms.For being in your charms.For being a part…
ଜାଣି ନାହିଁ,
ଏତେ ଅମାୟିକମିଠା ମିଠା ବାସେମନ ତଳ,ସୀମା ସରହଦଭରିଦିଏଫଗୁଣ ରଙ୍ଗ ରେ-କାହା ମନେଜାଳି ଦିଏ ଜାଗର ପ୍ରଦୀପପ୍ରଣୟ ର ସବୁ କଢଏକା ବେଳେଫୁଟି ଫୁଟି ଯାଏ ।କିଏ ଜାଣେ?କିଏ ଜାଣେ ଏ ହସ ରକେତେ ଅଂଶଗଲା ରାତି ପ୍ରଣୟ ରପ୍ରୀତି ଅବଶେଷ? ?
That day
and full of happiness,with desires-blue and burning,deep and yearning,soft and singing,is gone,has fled far,farther, beyond our reach-that our wings can fly.The legacy of the pastburied under the dry leavesof lusty and dirty soils-It was butthe last autumn breezewhich tried to reopenthe file already closedin the court of dead dreams.So darling,never mind,never cry,never have a try…
ତମେ ଯେଉଁ ମାଟି ରେ ଚାଲିବ-
ତମେ ଯେଉଁ ବର୍ଷା ରେ ଭିଜିବ,ସେ ମେଘ ମୋ ସପନେ ଭାସିବ…ତମେ ଯେଉଁ ପାଣି ପବନ ରେଭିଜିଥିବ ଗୋଟିଏ ମୂହୁର୍ତ୍ତ-ସେଇ ମାଟି ପାଣି ଓ ପବନ,ପାଲଟିବ ମୋ ଦେହ ର ରକ୍ତ….
Laughter is an oasis of contentment
And rejuvenates new jests in life.
ଆଉ ଏବେ
ତମେ ମୋ’ଠୁଦୂରେଇ ଯାଇଛ….ମୋ ଆଖିର ପହଞ୍ଚ ସୀମା ରଆର ପାଖେଉଭେଇ ଯାଇଛ।।ବରଂ ତୁମ ପାଦ ଶବ୍ଦ ଏବେଆଗଠାରୁ ଆହୁରି ସୁଷ୍ପଷ୍ଟ,ମୋ ଆୟୁଷ,ଅବଶ ବୟସବାକିତକ, ରାସ୍ତା ଅବଶିଷ୍ଟ ।।ସବୁଆଡେ ତୁମ ଛବି ଦିଶେଜୀବନର ନଭ, ଜଳ, ସ୍ଥଳ…ସବୁଆଡୁ ତୁମ ବାସ୍ନା ଆସେମହକାଇ ମୋ ସଂଧ୍ୟା ସକାଳ ।।ଦିନ ଏବେ ତୁମଠୁ ଆରମ୍ଭହୁଏ, ତୁମ ମୁହଁ ଦିଶିଗଲେ –ରାତି ଏବେ ତୁମ ଠାରେଶେଷ ହୋଇଯାଏ,ସପନରୁ ତମେ ଚାଲିଗଲେ ।।ଜୀବନର କୋଣେ ଅନୁକୋଣେଏବେ ତୁମ ରୂପ, ସ୍ମୃତି ଛୁଆଁ…ବାକିତକ ପରମାୟୁ ମୋ’ରମୋ…