In the face of an estranged mirror.
Similar Posts
A day on this planet
Warmongers of Earth turn flat.
ଅଧରାତି ଯାଏ
କଥା ଅଧା ରହୁଥିଲା-କେମିତିକା ଦିନଆସିଲା ଯେ ଭଲାଏ ଓଠ ନିରବି ଗଲା?
Anger is a fire of ego
To the person it burns into ashes.
ବତାସ ର ଶିକାର
ଏକାକୀ ପକ୍ଷୀଟିଏ ପରିଯୁଝିବା ବେଳେତମେ ତମ ହାତ ଦିଅ ।ମୋ ଆଡକୁ ପ୍ରସାରିତତୁମ ଛୁଆଁ ର ଫଗୁଣଆଉ ଅଛୁଆଁ ଶରତ ରନୀଳ ନୀଳ ମେଘ ।ମୋ ଆଷାଢ କଳା ଆକାଶ ରେତୁମ ଆଖି ସବୁଜ ବିଜୁଳିତୁମ ସ୍ୱର କ୍ଷୀଣ ରାଗ ଧ୍ୱନିଦୂରୁ ଭାସି ଆସେ-ଭିଜାଇ ମୋ ଅନ୍ତ8କରଣ କୁଶରତ ର ଆଲୋକ ରନୀଳ ନୀଳ ସକାଳ ରସୀମାହୀନ ସମୁଦ୍ର ବେଳା ରେ ।।
From womb of my mother
A short span called life.
ତମକୁ କାହିଁକି ଏେତ
ପହିଲି ଛୁଆଁ ର ବେଳେତୁମ ନୀଳ ଚାହାଣୀ ରେମୋ ନିଜକୁ ଏକାବେଳେହଜାଇ ବସିଲି? ?ତୁମକୁ ଭେଟିବା ଆଗୁଁଏମିତି ନ ଥିଲା ।।କେହି ବୋଲି କେହି ଜଣେଏତେ ବେଶୀନିଜର ନ ଥିଲା..।।ତୁମ ଭସା ଭସା ଆଖିନୀଳ ଚାହାଣୀ ରଯାଦୁକରୀ ଛୁଆଁକି କିମିଆ କଲା…ପଲକ ରେବାର ବର୍ଷ ବିରହ ରଅବସାନ ହେଲା..।।।