a morning shower,
Your memories of
Our buried past
flash within me
with a nascent wave
Of longing beside
the shore of
eternal time and space.
Similar Posts
You are my teacher
Making my path safe, secured, soft and smooth.
ଝିଅ ତୁ
ଝିଅ ଟିଏ, ଆମ ଦୁନିଆର।ସେମାନେ କହନ୍ତି ପରାତୋ ଜନମପର ଘର ପାଇଁ!ମୋତେ ଲାଗେଇଏ ଗୋଟେ ଅଵିଚାରତୋ ଅସ୍ତିତ୍ୱ ପାଇଁ।କିଏ କହେ ତୁ ଖାଲିଝିଅ ଟିଏ କାଳେବଞ୍ଚି ରହୁ ଅନ୍ୟ ପାଇଁ,ପୁରୁଷ ର ଆଧିପତ୍ୟ,ଅହଂକାର, ଲାଳସାରେପେଷିହୋଇ, ଜଳି ଜଳିସଢିଯିବା ପାଇଁ,ଆଜୀବନ ସଳିତା ଟେ ପରିଜଳୁଥିବୁ –ପରିବାର, ସଂସାର ର,ଦୁନିଆର ସବୁତକଅମା ଅନ୍ଧକାର,ନିରାଶା ର, ହତାଶା ରକଳା ମେଘ ଦୂରେଇବା ପାଇଁତୋ ଶେଷ ନିଃଶ୍ୱାସ ଯାଏତୁ କଣ ନେଇଚୁ କି ଠିକାଜଳୁଥିବୁ, ସଢୁଥିବୁ,ପେଷିହୋଇମରୁଥିବୁ କ୍ଷଣ କ୍ଷଣ,ପରଘରେ ଜଳୁଥିବୁନିଜ ଲୋକ ପାଇଁ,ନିଜ…
Shattered in the cold, mild –
To hold my hands close,To hug me like a red rose-With passion for the heart to build.
ଦୁଇଟି ତାହାର ଫଣା-
ମାଲିକ ଆଗରେ କୁକୁର ର ଗୁଣ,ପକେଟେ ଘୁଟୁକା, ମାଗିଥାଏ ପାନ-ବୁଲେ ପର ପେଟ୍ରୋଲ ରେ!ଆରଟି ତାହାର ତକ୍ଷକ ର ମୁହଁ,ସାଧୁ, ଜ୍ଞାନୀ, ଗୁଣୀ ମୁଖେ ଭରେ ଲୁହ,କଅଁଳ ମନ ର ସବୁଜ ଭୂଇଁ କୁ –ଜାଳେ, ଭରେ ହାହାକାରେ! !
ସମୟ ତ
ପଲକ ରଯାଦୁ ଛଡି ଛୁଆଁ ଦେଇବଦଳାଇ ଦେଲା ମୋର –ଯୁଗ ଯୁଗ ଲୁହ ପିଇବଞ୍ଚିଥିବା,ଅୟୁତ ଏ ବେଦନାରନାଗ ଦଂଶନ ରବିଷ ପିଇ ପିଇଯାହା ସବୁତୁମ ବିରହ ରେ ଲେଖାଅନ୍ତର ସିଲଟ ପରେ,ମୋ ଆତ୍ମା ରଲହୁ ର ଅକ୍ଷର ।।
A cloak of incandescent twilight
Hallucinations conjure your limbless forms.