Dogs take the short cuts.
Similar Posts
The latent wishes of Heart-
colour of love on hearts.
ଆଜି ବଡ଼ ଦିନ!
ଦିବ୍ୟ ଶିଶୁଟିରଶୁଭ ଜନ୍ମଦିନ,ଦୁନିଆର କୋଣେ କୋଣେକୋଟିଏ କଣ୍ଠରେ ତା’ରଜୟ ଜୟ ଗାନ! !ଏମିତିକା ଲଗନ ରେଜାଣିଛ କି, ମୁଁ ଭାବୁଛି କ’ଣ?ତମେ ଯଦି ଆସିଥାନ୍ତଆଉ ଗୋଟେ ଯୁଗର ଆଗରୁଆଜି ଏଇ ଲଗନ ରମହାର୍ଘ ବେଳାରେ –ଆମେ ଭେଟିଥାନ୍ତେ ଆଜିକେଉଁ ବେଳା ବୁକୁ ପାଶେସମୁଦ୍ର ଧାରରେଅବା କେଉଁହୋଟେଲ ବା ରେସ୍ତାରୋଁ ରେମହମ ର ଲିଭନ୍ତ ଆଲୋକେ,ଚିକ୍ ମିକ୍ କରୁଥିବା ଦୁହିଁଙ୍କରମୁହଁ ଝାଳ, ଲୁହର କାକରେଆଗାମୀ ବରଷ ପାଇଁଶୁଭେଚ୍ଛା ବାର୍ତ୍ତା ରେ ।।
It is really
like a goodbye letter,recalling all greatand sorrowful eventsthat slipped betweenthe thin silver liningon the dark and blackcloudsof separationthat engulfed uswith its tough and sharp,bare and cold hands.And just becauseI couldn’tmake myselfto tell you goodbye,I leave my wordsto console you..’:Because, as and whenyou would be lonely,and you may missthose bygone daysthat you spent with me,you will…
ମନ ତଳେ ଥିଲା ଅଭିମାନ
ଏତେ ପାଖେ ଥିଲା ମୋ ଆସନଘେରିଥିଲା ନୀରବତା ବାଡ!ତୁମ ସହ କଥା ହେବି ବୋଲିକେତେ ଦିନୁଁ ଦେଖୁଚି ସପନ,ଅଥଚ ମୁଁ ତମ ପାଶେ ପାଶେଥାଇ, ଆଜି ରହିଲି ମଉନ!ମୁଁ ଜାଣିଚି ତମେ ମୋର କଥାବିନା ଶବ୍ଦେ ବୁଝି ନେଇପାର,ତଥାପି ମୋ ମନ ତଳେ ବ୍ୟଥା-ବ୍ୟାକୁଳତା କଥା କହିବା ର! !
What is there
in these schools?Can I call themtemples of knowledge?mosques of holiness?churches of love?Where,Gods are theresans Godliness,sans holiness,sans blessings,sans worshipof truth and beauty,of freedom and fraternity,of love and liberty.How then do I dareto call them schoolssupposed to bethe ground ofthe upcoming civilization?
ତୁମ ସ୍ୱର ଶୁଭିଯାଏ
ସମୟ ର ତାଳବଣବରଡା ଫାଙ୍କ ରୁ ।ବାରମ୍ବାରଖାଲି ହାତେପେରିଥିବା ନିଲଠା ଜହ୍ନ ରାତିଆଉ ବାରମ୍ବାରଭାଙ୍ଗିଥିବାବେସୁରା ବଂଶୀ ରଶୁଖିଲା ଓଠ ସ୍ୱର ରେତମ କଅଁଳ ଡାକରା ରନରମ ଆମନ୍ତ୍ରଣ-ତମ ଅଶ୍ରୁଳ ବିଦାୟ ର ଗୀତ ।।ବାସୀ ମଡା ଆଖି ଲୁହ-ବରଫ ବିନ୍ଦୁ ପରିମୋ ଛାତି ର ଅଶୁଣା ସ୍ପନ୍ଦନ ।ବିଧବ କପାଳ ରକଳା କଳା ଆକାଶ ରେସିନ୍ଦୁରିତ, ଅସହାୟ,ଅଧା ଗଢା ଭଙ୍ଗା ଚୁଡିଖନ ଖନ ସ୍ୱର ଶୁଭିଯାଏ ।।ସମୟ ର ତାଳ ବଣବରଡା ଫାଙ୍କ ରୁମରଣ ର ନଈ…