The nascent smell of spring.
Similar Posts
Words of course are important
Words are Gods.Words are Lords.Words are Food, shelter, Clothing,Words are everything for some.But words to meare to convey ideaslike baits for fisheslike snares for the hare,if the hare is caught,what is the snare of use?if ideas are graspedwhy bother for words? ?
ପ୍ରତିଦିନ ସକାଳେ ସଂଧ୍ୟାରେ
ଭାସୁଥିଲା ତୁମ ଚାହାଣୀରେ… ଯେଉଁ ମାଟି, ପାଣି ଓ ପଦନ-ପ୍ରତି ରାତି କଳା ଅନ୍ଧାରରେତିନି କାଳେ, ମନ ର ଶେଯ ରେଭାରି ଖୁସି ଖୁସି ଥିବା ମନେ… ଯାହା ସ୍ମୃତି ଥିଲା ମୋ ଜୀବନ-ପ୍ରତି ମୂହୁର୍ତ୍ତ ର ଦର୍ପଣ ରେତିଳ ତିଳ ଜଳିବା ବେଳା ରେଭାବନା ର ସାରା ଇଲାକା ରେ… ତୁମ ଛବି ଦେଉଛି ଚୁମ୍ବନ ।।
ପାହାଡି ଝରଣା କୂଳେ,
ଯାହା ମୋରଅନ୍ତରଙ୍ଗ ଏତେ-ତରୁଣ ସପନ ସିଏ,ଗୋପନରେ ଛୁଏଁ,ଅନ୍ତର ମୋ-ଏକା ଏକା ଉଦାସ ମୂହୁର୍ତ୍ତେ ।।
Days passed on..
Seeds sown in heartSprouted soon so high.To be one so greatIn your teen heart,I made all the effortTo set my goal in tact.You were there in pagesIn Weber, Manning n White,The book thatmade my lifeWorse than hell and tight..From the front blue coverTo its back pages..I have seen your eyes,Brows in the edges.In that coffee…
On this day of your sad demise
Oh queen of my dreamsIn the teen heartsthat me and crores alike-felt for you…On this sadand painful momentof this dayI prayfor your placeIn the land of GodWith eternal peace andDivine bliss and harmony.
ପହିଲି ଉଷା ର ରଙ୍ଗେ ରଙ୍ଗେ ପ୍ରିୟ
କସ୍ତୁରୀ ମୃଗ ର ବାସ ରେ ବାସ ରେମୋ ହୃଦୟ ମହ ମହଜଣେ ଆଙ୍କୁଥାଏ ଅୟମାରମ୍ଭ ଏନିଶ୍ଚିତ ଅନ୍ତ ଟିର,ଆର ତୁଳୀ ଆଙ୍କେ ଅନ୍ତିମ ଚରଣଚିରନ୍ତନ ଆରମ୍ଭ ର ।।This is a translation of the poemPassing TimebyMaya Angelou