The first brush of love.
Similar Posts
So many days,
Have drifted down and bystill and calmly.Like theseForgotten kissesUnder the grey shadeOf Mahogany inA summer day.
ମୁଁ ଖୋଜୁଚି ତୁମ ସହ
ଧାରେ ଧାରେ ଠିଆ ।ନିଶ୍ଚଳତା ଖୋଜୁଥିବାଆମ ଆଖି ଧାରେଲୁଚୁକାଳି ଖେଳୁଥାଏ କିଆଁ..।।ଆମ ସହ ଆମ ର ସପନମିଳନ ର ଅନାହତ ନାଦଶୁଣିବା ର ବ୍ୟାକୁଳ ଅନ୍ତର ।ପ୍ରଣୟ ର ଗଭୀରତା ମାପିଖୋଜିବା କୁ ପରସ୍ପର ଛାଇଅନ୍ୟ କାହା ଅଲୋଡା ଖରା ରେ ।।
ଆଜି ତମେ
ଲାଗୁଥିଲା ସତେ ଅବାଦେହ ମୋର ଅଛି ଏଠିତୁମକୁ ଛୁଉଁଛି!ମନ କେଉଁ ଅଜଣା ଥାନରେତୁମକୁ ଖୋଜୁଛି –ପ୍ରାଣ ଥିବା ଦେହ ଇଲାକା ରେନିଷ୍ପ୍ରାଣ, ଦୂର ରେ ଥିବାପାହାଡ଼ କୋଳରେ! !
ତୁମେ ଯେବେ ଥାଅ ଦୂରେ ଦୂରେ
ମାଟି, ପାଣି, ପବନ ରେନୀଳ ନୀଳ ସାଗରେ ବାଆକାଶ ର ଅନ୍ତ ହୀନନୀଳ ଆକାଙ୍ଂକ୍ଷା ରେଅବା ଏଇ ସମୟ ରଏ ପାରେ, ସେ ପାରେ –ତୁମକୁ ମୁଁ ଭୂଲିବା ରପୂର୍ବ ମୂହୁର୍ତ୍ତ ରେ ।ତୁମେ ଆସଆଉ ଥରେ ପୂନର୍ଜନ୍ମ ନେଇ,ପୁନ8ପୁନ8 ଜାଳିମୋର ମଶାଣି ରେମୋ ଦେହ ର ସବୁ ଯାକଅଧାଲେଖା ଗୀତି,ମୋ ମନ ର ଅବଶିଷ୍ଟଅଧା ଲେଖା ସ୍ମୃତି,ଆଉ ଥରେ ମୋ ଭିତରେବାର ବାର ଆତ୍ମା ରେ ଆତ୍ମା ରେ ।।
Kal se
pata nehin kyun…Isse pehleAisa kabhi nehinhua karta thajab suraj nikal rahathaaur panchhia chun chun kargaane ga rahe the,tab mujheSone ko ji karta hai.Jab chand aasmaan parubhar ta rehta thaaur kumud yahan nichebar bar sadiyan badalti thitabhi mujheronaa aa raha hai.Pata nehin kyunAaj aisa ho raha hai..Kisse puchhunye mujhe hua kya hai?kisse jaanuye mera kaisa halat…
It was
You were in my arms.The peak of tendernessThe flux of warmthThe thrusts of desireThe drives of passionWere over-floodingInto the ultimate voidOf silence of spaceAnd indifference ofEternal time.