Violin with strings loose.
Similar Posts
ଖୋଜିବା ର ସେଇ ପଲକ ର
ଛୁଉଁଥିଲା ମୋରଯେତେ ଯେତେ ଲଜ୍ଜାହୀନଗୋପନାଙ୍ଗ, ଅନଙ୍ଗ ତାରୁଣ୍ୟ ।ତମ ମୁହଁ ଦିଶିଯାଉଥିଲା-ଖାଲି ଖାଲି ପଣ ରଅଦିନିଆଁ ବର୍ଷା ରେଭିଜିଥିବା ବାସୀ ତୋରାଣୀ ରେ ।ଅମାନିଆ ମାଡି ଆସିଥିବାନାଉ ଡଙ୍କ ସବୁଜ ଓ ଅଲିଭା ହସ ରେ ।।
Love
Fill it upWith Suns of hopesAspiring.
Love means
Behind the dark veilsOf the passionate clouds,Below the bed of dry leavesFallen off the forest of youth,Between the twin bosomsOf the lonely motherhood,Before the Sun of desire risesAnd lust grips the kissing couples.
Rains soak me
The morning sunshinePaint me shy and pinkThe azure of the skyI gives me a call-A call of the wildTo roam aboutIn the autumn breezeI have always wantedTo flee,So as to be thereHigh up in the skyThat lie-So vast, so wide, so open.
Why else was
For whom…?For those whoDecorated itOr themWho tried to disfigure itOver and again?For them who createddifferent formsof art and cultureOr for those narrow lanesOn the pathof light and delightwho devised weapons,wars and evil trades? ?
ତମ ସହ ଭେଟିବା ବେଳରେ
ସବୁତକ ଲୁହ,ଯେତେ ଯେତେଦୂରତା ର ନୀଳ ନଈ ପାଣି ।।ଅୟୁତ ନିଦାଘ ତୃଷ୍ନାଅତୀତରମୋହ ମହ ମହଲାଗୁଥିଲାସତେ ଅବା ସପନ ଦେଖୁଚି!ଆମେ ଯେଉଁ ପାହାଡ଼ ବୁକୁରେ,କଣ୍ଟକିତ ଗଡାଣି ରାସ୍ତାରେ,ବାରଂବାର ମାଟି ଛୁଉଁଥିଲେ…..ସେଇ ଘାସ ଗାଲିଚାରେସତେ ଅବା ତୁମରି କୋଳରେମଥା ରଖି ଘୁମେଇ ପଡୁଛି…..ଯେମିତିକା ତୁମ ମହ ମହବାସ୍ନାରେ ବିଭୋରମନ ମୋର ସପନ ଦେଖୁଛି।।ମୋ ମଥାର ଶୀତଳ କେଶରେପହଁରୁଚି ତମ ଟିକି, ଉଷୁମ ଅଂଗୁଳି….ଧୀରେଧୀରେ ସଞ୍ଚରି ଯାଉଛିଅଦିନିଆ କଳା ମେଘ-ମୋ ପ୍ରଣୟ ଆକାଶଆଷାଢୀ ଛାତିରେ ।।।