Every hen falls for a dove.
Similar Posts
You are my teacher
When my tiny footsteps tumbled.
ଧୀରେ ଧୀରେ
କେତେ କଥା,ଯାହା ସବୁ ମନ ତଳେଉଙ୍କି ମାରୁଥିଲା,ସାରା ଦିନ ଛାତି ତଳେଚାପି ହୋଇକଷ୍ଟ ପାଉଥିଲା,ସବୁକିଛି ସେଇମିତିମନ କଥାମନରେ ରହିଲା ।।ସବୁ ଥିଲେନିଜ ଲୋକ,ଆମ ଚାରି ପାଖେ –ତଥାପି କାହିଁକି ମୋତେସମୟ ଟାପର ଲାଗୁଥିଲାତମ ଖୁସି,ଆଖିର ଲହରୀଆମ ସାକ୍ଷାତ ବାଆ ରେବାଟ କାଟି,ନାଚି ନାଚିଚାଲିଥିଲା ଆଗକୁ ଆଗକୁ –ଜିଭ କିନ୍ତୁଜଡ଼ ହୋଇଗଲା,ସତେ ଅବାଶବ୍ଦର ଫସଲ ପରେବାଲି ମାଡ଼ିଗଲା ।।
War is a Curse
And forced to wear.
Dreams die never with distance
When love conquered frightful death.
କାଲି ତମେ ବରାଦ କରିଛ,
ଯେ ଯାଏ ଯାଇଚ ତମେ ଛୁଇଁ,ତମ ପ୍ରେମ ନୀଳ ମୋହର ରେ…ଆଉ ଏବେ ପାରିବି ନି ରୋକିମୋ ମନ ର ଆବେଗ ଉଚ୍ଛ୍ୱାସ,ଏ କଲମ ଯିବନି ଅଟକି,କେବେ ଆଉ ହେବନି ଅବଶ…ମିଳିଗଲା ଏ ନୀଳ ଅକ୍ଷରେ-ତୁମ ପ୍ରେମ ସବୁଜ ସଂକେତ,ମିଳିଗଲା ମୋ ଛାତି କାଗଜେପ୍ରଣୟ ର ନୀଳ ଦସ୍ତଖତ…
So many days,
Have drifted down and bystill and calmly.Like theseForgotten kissesUnder the grey shadeOf Mahogany inA summer day.