Victimizing innocence and tenderness.
Similar Posts
So many years of solitude
The dead moon turns red.
ଫେରିବା ବାଟରେ ଆଜି
ତୁମେ ମୋତେ ଖୁସୀ ଖୁସୀକହିନାହଁ ଯାଅ…ଯେମିତିକା ଆଉ କିଛିକହିଥାନ୍ତ ମୋତେତା ଆଗରୁ ଅଚାନକନେଲି ମୁଁ ବିଦାୟ….ଆଗକୁ ମୁଁ ପାରିଲି ନିବଢି, ରହିଗଲି-ଅଟକି ରାସ୍ତାରେ ସେଇଅଳପ ଦୂର ରେ….ଲାଗୁଥିଲା ବାର ବାରସତେ ଅବା ତୁମେମୋ ଆଡକୁ ଅନାଉଛଝରକା ସେପାରେ…ବାରଂବାର ଲାଗୁଥିଲାତମେ ଯେମିତିକା,ନୀଳ ପୋଷାକ ଭିତରେଖୁବ ଏକା ଏକା…ବାରଂବାର ଫେରିବାକୁମନ ହେଉଥିଲା,ତମ ବିନା ସବୁ କିଛିଶୁଖିଲା ଶୁଖିଲା….ତମେ ନାହଁ ଯେ ରାସ୍ତା ରେସେ ତ ନୁହେଁ ମୋର,ତୁମ ଇଚ୍ଛା ନାହିଁ ବି ଯହିଁ ରେମୋ ପାଇଁ ସେ ଜୀବନ ଜହର….
All that they sang rhymed
It is the Valentine’s Day.
Bullet Train Tickets are cheaper
Their Purses, a bit unwilling of course.
The virgin kiss of
the moment of questfor you,was touching me, andall my secret yet shy lesspubic zones oflimbless youth.Your face was reflectedOn the stale and stiff surface ofthe lake water,in the mist of ourby gone nuptial bedswet with the unexpectedsummer rains of our dream.On the green, indelible smilesOf the disobedient creeperRushing into the meadowsOf sexless nightsSpent in the…
Streets are wide and many
Dogs take the short cuts.