From fight an enemy to fight a friend.
Similar Posts
ଯାଉଚି ମୁଁ
ଆସିବ ଗୋ,ସପନ ରେ ଆଜି –କାଲି ଯେଉଁଚୁପି ଚୁପି କଥାମୋ କାନ ରେକହିଦେବ ଆଜି ।।କାଲି ର ସେକଥା ରେ କଥା ରେଏତେ ବେଶୀଥିଲା ଯେ ଆବେଗ,ମୋତେ ଭାରିଅଡୁଆ ଲାଗିଲାକେମିତିକା,ସେଇ ଅନୁଭବ ।।କେବେ ବିଭାବି ନଥିଲିସତେ ଏତେ ବେଶୀଏଇ ଟିକିଦୁନିଆ ରେ ତମେମୋତେ ଏତେପାଇଯିବ ଭଲ –ଭୂଲି ଏଇ,ବ୍ୟବଧାନ କାଳ ।।
I am a half
With the counterpart.Half of my father’s bloodAnd half my mother’s tearsMake it all.To youI’m Professor SnapeA strict, rude oneBut who else-Other than my LilyKnows thatI am half a girlAnd half a man!I knowI am sorryThat I always worryAnd trouble Harry-For all his innovative mistakesWith Weasley and GrangerPuts alwaysHis life in danger,But as I lovedLily, his…
From womb of my mother
A short span called life.
You have been since long
None understands pure virtuous heart!
A cold shivering spreads around,
Death embraces the chick nascent.
ତୁମ ଆଖି
ସାତ ତାଳ, ଗଭୀର ତଳ କୁଲମ୍ପ ଦେବା ବେଳେଭାବୁଥିଲି ଥିବ ନିଶ୍ଚେ ଗୋଟେମୋତି ର ଫରୁଆ-ଲୁଚିଥିବ ତା ଭିତରେରାଜକନ୍ୟା ଜୀବନ ନାଟିକା-ଥିବ, ସବୁଜ ପକ୍ଷ ଓ ନୀଳ ଆଖିଝୂମାଭ ଦିଗନ୍ତ ଘେରା ଶୀତ ରାତିଅନ୍ଧାର ରଙ୍ଗ ର ଚମ ବେଢିଥିବାବିଚିତ୍ର ଭଅଁର ଟିଏ ।