For whom…?
For those who
Decorated it
Or them
Who tried to disfigure it
Over and again?
For them who created
different forms
of art and culture
Or for those narrow lanes
On the path
of light and delight
who devised weapons,
wars and evil trades? ?
Similar Posts
I hear from
someone whispersso erotic inthe ears of the budsto open their eyeswith a smiletowards all around-perhaps the chirps,the sweet notesof birds in the groves,the colour on thecheek of cloudsflying west-are all, that makesit all, so obviousthat the moment-the moment offirst datebetween the Earthand the springhas just arrived.And perhapsspring is going to planthis first kisson her petal…
ତୁମ ଆଖି
ସାତ ତାଳ, ଗଭୀର ତଳ କୁଲମ୍ପ ଦେବା ବେଳେଭାବୁଥିଲି ଥିବ ନିଶ୍ଚେ ଗୋଟେମୋତି ର ଫରୁଆ-ଲୁଚିଥିବ ତା ଭିତରେରାଜକନ୍ୟା ଜୀବନ ନାଟିକା-ଥିବ, ସବୁଜ ପକ୍ଷ ଓ ନୀଳ ଆଖିଝୂମାଭ ଦିଗନ୍ତ ଘେରା ଶୀତ ରାତିଅନ୍ଧାର ରଙ୍ଗ ର ଚମ ବେଢିଥିବାବିଚିତ୍ର ଭଅଁର ଟିଏ ।
Both are mammals
Both develop their skills.One chills, the other kills.One humanizesSo much thatBeasts become petsRocks become slatesMonkeysmake Rome,Jungles become Home.Barriers become routes,Stems bear fruits.Music brings rain,Words suck pain.Poems render love,Eagle becomes dove.The other dehumanizesSo much thatPets become wild,Forests become field.Leaders become monkey,Folks become donkey.Bloodbecomes honey,Godbecomes money.Guns become tools,Schools produce fools.Friends become foes,Mosques become zoos.
ସକାଳର ପହିଲି କିରଣ
କିଏ ଅବା ମୋ’ର କାନେ କାନେ‘ତମେ ଆଜି ଯାଉଛ’ କହିଲା।ମୋ ଭିତର ସ୍ପନ୍ଦନ ର ବେଗବଢିଗଲା କେଡ଼େ ଅଚାନକ!ଦୂରତା ର ନଈ ର ଶେଯରେଆସିଗଲା ଜୁଆର ଅସଂଖ୍ୟ ।।ଦୂର ସେଇ ଆକାଶ ର ପିଠିଧୂଆଁଳିଆ ଚାଦରେ ଢାଙ୍କିଲା,ତୁମ ସ୍ମୃତି ଅଚାନକ ମୋ’ରଅନ୍ତରରେ ଜକ ଜକ କଲା ।।ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେଉଡି ଉଡି ତୁମ ପାଶେ ଯିବି,ତୁମ ନୀଳ ଉତ୍ତରୀ ଫାଙ୍କରୁତମ ସାଥେ ଆଖି ମିଶାଇବି ।।
A tale of the ants
Democracy blooms in the majority.
ତମକୁ ଜୀବନେ ମୋର
କରିବ ନି କେବେ ତମେମେର ଗତି ରୋଧ ।ତମେ ମୋ ସଞ୍ଜ ସକାଳଇହ, ପର କାଳ,ମୋ ସପନ-ଅମାରାତେତାରକା ସକଳ ।।ତମ ଶୁଖିଲା ମୁହଁ କୁସହି ପାରେ ନାହିଁ,ବୁଝନା କାହିଁକି ଭଲାଦେଉଛ କନ୍ଦାଇ?ୟେତେ ରାଗ ପଛେ ସଖୀ,ତମେ ମୋ ଉପରେ-ତମ ଛୁଆଁ ଦେଉଥାଅଯାଅ ନାହିଁ ଦୂରେ ।।