Never to erode nor to fade.
Similar Posts
ନୀଳ ଅକ୍ଷର ର
ତୁମ ଅନ୍ତର ର କଥା,ମୋ ଛାତି କାଗଜେଲେଖି ଦେଇଥିଲଆମ ପ୍ରଣୟ ର ଗାଥା ।।ଆଖି ରେ ଆଖିରେକହୁଥିଲ କଥାଅନ୍ତର ଗୋପନ ବାର୍ତ୍ତା-ଆଜି ତୁମ ବିନାପାନ୍ଥଶାଳା ଭରାମଶାଣି ର ନୀରବତା ।।
ସଖୀ ଆଖି, ଓଠ,
ଅଲେଖା କାଗଜ ଛାତି,ଅଧା ଛୁଆଁ, ବାସୀ-ପ୍ରେମ କବିତା ରେଭରା ଲହୁ-ଲୁହ ଗୀତି ।।
Love prevailed timeless and uncontained
of the baby universe.
କାଲି ତମେ ବରାଦ କରିଛ,
ଯେ ଯାଏ ଯାଇଚ ତମେ ଛୁଇଁ,ତମ ପ୍ରେମ ନୀଳ ମୋହର ରେ…ଆଉ ଏବେ ପାରିବି ନି ରୋକିମୋ ମନ ର ଆବେଗ ଉଚ୍ଛ୍ୱାସ,ଏ କଲମ ଯିବନି ଅଟକି,କେବେ ଆଉ ହେବନି ଅବଶ…ମିଳିଗଲା ଏ ନୀଳ ଅକ୍ଷରେ-ତୁମ ପ୍ରେମ ସବୁଜ ସଂକେତ,ମିଳିଗଲା ମୋ ଛାତି କାଗଜେପ୍ରଣୟ ର ନୀଳ ଦସ୍ତଖତ…
Rasgulla-
Did not taste sweet.Scientists classified it,Still no effect.Philosophers placed paperson it, still no taste.Painters painted it,Sketched it,News papers had adsHunger increasedno taste.Physicians prohibited itto diabetics,demand increased,no improvement.Poets served in platesof words withspoons of imageries greatstill no taste.But when my momcooked it in the kitchenand placed one, overmy tongue…Presto..it was as so sweetAs sweet as nectarA…
A bead of timeless crystal
An irreparable loss for us.